ବନାନ୍ତୁ ବ୍ଲାକ ଫରେଷ୍ଟ କପ କେକ୍ ,ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

By

Published : Jul 4, 2022, 3:31 PM IST

Updated : Feb 3, 2023, 8:24 PM IST

thumbnail

ହାଇଦ୍ରାବାଦ: ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ଓ ଜୁସ ପ୍ରସ୍ତୁତ କରନ୍ତି । ବିଶେଷ କରି ଭଲ ଭଲ ଦିନ ଆସିଲେ ଘରେ ନୂଆ ନୂଆ ଖାଦ୍ୟ ତିଆରି କରିଥାନ୍ତି ଗୃହିଣୀ । କେକ୍ ଚକୋଲେଟ ଖାଇବାକୁ ଅନେକ ଭଲ ପାଆନ୍ତି । ବ୍ଲାକ ଫରେଷ୍ଟ କପ କେକ୍ ଏକ ସହଜ ରେସିପି ବିଷୟରେ ଜାଣନ୍ତି କି । ଆପଣ ବି ଚାହିଁଲେ ଘରେ ଖୁବ ସହଜରେ ତିଆରି କରିପାରିବେ । ତେବେ କିପରି ପ୍ରସ୍ତୁତ କରିବେ ଏହି ବ୍ଲାକ ଫରେଷ୍ଟ କପ କେକ୍ ଦେଖନ୍ତୁ ଏହି ଭିଡିଓ । ଆବଶ୍ୟକୀୟ ସାମଗ୍ରୀ ନେଇ ପ୍ରଣାଳୀ ମାଧ୍ୟମରେ ବ୍ଲାକ ଫରେଷ୍ଟ କପ କେକ୍ ତିଆରି କରି ପରିବାର ସଦସ୍ୟଙ୍କୁ ଖୁଆନ୍ତୁ ।

Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.