ଛୁଆଙ୍କ ପ୍ରଥମ ପସନ୍ଦ ‘ହଟ୍ ଚକଲେଟ୍’

By

Published : Jul 29, 2020, 7:07 PM IST

thumbnail

ଏହି ମସଲାଯୁକ୍ତ ହଟ୍ ଚକୋଲେଟ୍ ଦୀର୍ଘ କ୍ଳାନ୍ତ ପରେ ଆରାମ ଦେବା ପାଇଁ ଏକ ଉପଯୁକ୍ତ ପାନୀୟ। ଅନଲକ୍ 3.0 ପର୍ଯ୍ୟାୟରେ ୱାର୍କ ଫର୍ମ ହୋମ କରୁଥିବା ବ୍ୟକ୍ତି କିମ୍ବା ଶିଶୁଙ୍କ ପାଇଁ ଏହା ପ୍ରଥମ ପସନ୍ଦ ହୋଇପାରିବ। ଡାଲଚିନି ମସଲା ଓ ଗରମ ଚକୋଲେଟ ଆପଣଙ୍କର ସମସ୍ତ ଶକ୍ତି ଫେରେଇଆଣିବ। ଏଥିରେ କ୍ରିମ୍ ଓ କୋକୋ ପାଉଡର ମିଶାଇବାକୁ ଭୁଲନ୍ତୁ ନାହିଁ । ତାହାଲେ ଦେଖନ୍ତୁ କିଭଳି ପ୍ରସ୍ତୁତ କରାଯାଉଛି ଏହି ରେସିପି ?

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.