ଖ୍ରୀଷ୍ଟମାସ ସ୍ପେସିଆଲ: ଘରେ ପ୍ରସ୍ତୁତ କରନ୍ତୁ ବେରୀ ବ୍ରାଉନି ପିଜ୍ଜା

By

Published : Dec 22, 2020, 7:35 AM IST

thumbnail

ପ୍ରତିଦିନ ପିଜ୍ଜା ଖାଇ ଥକିଗଲେ କି ? କିଛି ନୂଆ ଖାଇବାକୁ ନିଶ୍ଚିତ ଇଚ୍ଛା ହେଉଥିବ । ହେଲେ ଅପେକ୍ଷା କାହିଁକି ଆପଣଙ୍କ ପାଇଁ ଆଣିଛୁ ‘ଚକୋଲିସିୟସ୍’ । ବେରୀ ବ୍ରାଉନି ପିଜ୍ଡା ହେଉଛି ଏକ ମିଠା ଯେଉଁଥିରେ ତାଜା ଫଳ ଏବଂ ବେରୀରେ ଭରପୂର ରହିଛି । ଏହାକୁ ଖାଇଲେ ନିଶ୍ଚିତ ତୁମର ଟେଷ୍ଟକୁ ସନ୍ତୁଷ୍ଟ କରିବ । ତାଜା ଫଳର ସ୍ଲାଇସ୍, ଷ୍ଟ୍ରବେରୀ ସ୍ଲାଇସ୍ ଏବଂ ଚକୋଲେଟ୍ ସିରପ୍ ସହିତ ଏହାକୁ ପ୍ରସ୍ତୁତି କରାଯାଇଛି । ଏହି ବେରୀ ବ୍ରାଉନି ପିଜ୍ଜା ଉଭୟ ଯୁବକ ଏବଂ ଛୁଆଙ୍କୁ ଖାଇବାକୁ ଉତ୍ସାହିତ କରିବ । ଏହି ବେରୀ ବ୍ରାଉନି ପିଜ୍ଜାକୁ ଆପଣ ଖ୍ରୀଷ୍ଟମାସ ସ୍ପେସିଆଲରେ ଘରେ ପ୍ରସ୍ତୁତ କରନ୍ତୁ ଏବଂ ସମସ୍ତଙ୍କୁ ପରସନ୍ତୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.