ଓଡ଼ିଆ ସିନେମା ପାଇଁ ବଡ଼ ପରିବର୍ତ୍ତନ ଆଣିବ ଦମନ: ଓଁକାର ହୋତା

By

Published : Nov 5, 2022, 11:39 AM IST

Updated : Feb 3, 2023, 8:31 PM IST

thumbnail

ବହୁ ପ୍ରତୀକ୍ଷିତ ଓଡ଼ିଆ ଫିଲ୍ମ ଦମନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଦମନର ରିୟଲ ହିରୋ ଡକ୍ଟର ଓଁକାର ହୋତାଙ୍କ ଜୀବନ କାହାଣୀକୁ ବେଶ ନିଖୁଣ ଭାବେ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି । ଏହି ଫିଲ୍ମକୁ ନେଇ ପୁରା ଟିମ ଆଶାବାଦୀ ଥିବାବେଳେ ଡକ୍ଟର ଓଁକାର ହୋତା ମଧ୍ୟ ନିଜ ଖୁସି ଜାହିର କରିଛନ୍ତି । ସତ୍ୟ ଘଟଣା ଉପରେ ଆଧାରିତ ଦମନ ନିଶ୍ଚୟ ଓଡ଼ିଆ ସିନେମା ପାଇଁ ଏକ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି । ତେବେ ଫିଲ୍ମରେ ବାବୁସାନଙ୍କ ଅଭିନୟକୁ ନେଇ ରିୟଲ ହିରୋଙ୍କ କଣ ମତ ରହିଛି ସେନେଇ ଏହି ସାକ୍ଷାତକାରରେ ଆଲୋଚନା କରିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.