ଜିଏସଟି ଲାଗୁ ପରେ କେତେ ହେବ ପେଟ୍ରୋଲ ଦାମ, ଜାଣନ୍ତୁ

By

Published : Feb 13, 2021, 7:38 PM IST

thumbnail

ମୁମ୍ବାଇ: ମହାରାଷ୍ଟ୍ର ରାମଟେକ ଶିବସେନା ସାଂସଦ କୃପାଳ ବାଲାଜୀ ତୁମାନେ ଲୋକସଭାରେ ବଢୁଥିବା ପେଟ୍ରୋଲ ଦାମକୁ ନେଇ ଚିନ୍ତା ଦର୍ଶାଇଛନ୍ତି । ଏହା ଉପରେ ଚର୍ଚ୍ଚା କରି ସେ କହିଛନ୍ତି କି ପେଟ୍ରୋଲ ଉପରେ ଲାଗୁ ଟିକସ ରାଜ୍ୟ ସ୍ବତନ୍ତ୍ର ଭାବେ ନେଇଥାନ୍ତି । ଆଉ କେନ୍ଦ୍ର ସରକାର ଅଲଗା ନିଅନ୍ତି । ଏଣୁ ସେ ଦାମ କମ କରିବାକୁ ପେଟ୍ରୋଲ ଉପରେ ଜିଏସଟି ଲାଗୁ ପାଇଁ ଦାବି କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.