ମାର୍କେଟ ଅପଡେଟ: ସେନସେକ୍ସର ବୃଦ୍ଧି ଜାରି, 13,700 ପାର ନିଫ୍ଟି

By

Published : Dec 17, 2020, 7:33 PM IST

thumbnail

ମୁମ୍ବାଇ: ବିଦେଶୀ ପୁଞ୍ଜି ପ୍ରବାହ ଓ ସକରାତ୍ମକ ବୈଶ୍ବିକ ସଙ୍କେତ ମଧ୍ୟରେ ଘରୋଇ ସେୟାର ବଜାରରେ ଲଗାତାର ଆଜିକୁ 5 ଦିନ ଧରି ବୃଦ୍ଧି ଜାରି ରହିଛି । ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 223.88 ପଏଣ୍ଟ ବଢି 46,890.34 ପଏଣ୍ଟରେ ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 58 ପଏଣ୍ଟ ଉଛୁଳି 13,740.70 ପଏଣ୍ଟ ସହ ରେକର୍ଡ ସୃଷ୍ଟି କରିଛି । ସେନସେକ୍ସ କମ୍ପାନୀରେ ଏଚଡିଏଫସିର ସେୟାର ସବୁଠୁ ଅଧିକ ପ୍ରାୟ 3 ପ୍ରତିଶତ ଚଢିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.