ଆଜି ବି କ୍ଷତିରେ ବଜାର ବନ୍ଦ, 173 ପଏଣ୍ଟ ଖସିଲା ସେନସେକ୍ସ

By

Published : Oct 29, 2020, 7:31 PM IST

thumbnail

ମୁମ୍ବାଇ: ଗୁରୁବାର ସେୟାର ବଜାର ଅସ୍ଥିରତାର ସହ ରେଡ ଆଲର୍ଟରେ ବନ୍ଦ ହୋଇଛି । ବିଏସଇ ସେନସେକ୍ସ 172.61 ପଏଣ୍ଟ ହ୍ରାସ ହୋଇ 39,749.85 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 58.80 ପଏଣ୍ଟ ଖସି 11,670.80 ପଏଣ୍ଟରେ ବନ୍ଦ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.