ରେକର୍ଡ ଭାଙ୍ଗିଲା ପୁଞ୍ଜି ବଜାର, ସର୍ବୋଚ୍ଚ ସ୍ତରରେ ସେୟାର ସୂଚକାଙ୍କ

By

Published : Dec 9, 2020, 6:42 PM IST

thumbnail

ମୁମ୍ବାଇ: ଲଗାତାର ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ପୁଞ୍ଜି ବଜାର । ଘରୋଇ ଇକ୍ୟୁଟି ବଜାର ବୁଧବାର ଆଉ ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛି । ସକରାତ୍ମକ ବୈଶ୍ବିକ ସଙ୍କେତ ମଧ୍ୟରେ ଆଜି ଘରୋଇ ବଜାରରେ ସେନସେକ୍ସ ପ୍ରଥମ ଥର 46 ହଜାର ମାର୍କ ଅତିକ୍ରମ କରିପାରିଛି । ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି ପ୍ରଥମ ଥର13,500 ସ୍ତର ଟପିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.