ତିନି ମାସରେ ସରିବ ବାରବାଟୀ ଷ୍ଟାଡିୟମ କାମ: OCA Secretary

By

Published : Sep 25, 2021, 5:32 PM IST

thumbnail

କଟକ: ଦୁଇ ବର୍ଷ ପରେ ଓଡିଶା କ୍ରିକେଟ ଆସୋସିଏସନ(OCA)କୁ ମିଳିଛି ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନର ଅବସର । ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ମ୍ୟାଚ୍‌ । ଆସନ୍ତାବର୍ଷ ଫେବ୍ରୁଆରୀ ୧୫ରେ ବାରବାଟୀରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି20 ମୁକାବିଲା । ଏଥିପାଇଁ ଆରମ୍ଭ ହୋଇଛି ଷ୍ଟାଡିୟମ ପ୍ରସ୍ତୁତି କାର୍ଯ୍ୟ । ଆସନ୍ତା ୩ ମାସ ମଧ୍ୟରେ ଷ୍ଟାଡିୟମ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.