କୋଭିଡ ସମୟରେ ମାନସିକ ରୋଗୀଙ୍କ ସଂଖ୍ୟା ବଢିଛି: ପ୍ରଫେସର ସାରଦା ପ୍ରସନ୍ନ ସ୍ବାଇଁ

By

Published : Feb 2, 2022, 5:42 PM IST

thumbnail

ଭୁବନେଶ୍ବର: କୋରୋନାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ବାର୍ତ୍ତା ଦିଆଯାଇଛି । ମହାମାରୀ ସମୟରେ ମାନସିକ ଦୁଶ୍ଚିନ୍ତା ବଢିଛି । କୋଭିଡ ରୋଗୀଙ୍କ ମାନସିକ ସନ୍ତୁଳନରେ ଭାରସାମ୍ୟ ରହୁନାହିଁ । ଅହେତୁକ ଭୟ ଯୋଗୁଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମୁଛି । ଅଜଣା ଭୟ ଯୋଗୁଁ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିଛି ବୋଲି କହିଛନ୍ତି ପ୍ରଫେସର ସାରଦା ପ୍ରସନ୍ନ ସ୍ବାଇଁ । ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.