Republic Day 2022: ରାଜପଥରେ ଶକ୍ତି ପ୍ରଦର୍ଶନ କରିବେ BSF ମହିଳା କଣ୍ଟିନଜେଣ୍ଟ

By

Published : Jan 3, 2022, 9:54 PM IST

Updated : Jan 3, 2022, 10:50 PM IST

thumbnail

ନୂଆଦିଲ୍ଲୀ:73ତମ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପପେଡରେ ରାଜପଥରେ ଶକ୍ତି ପ୍ରଦର୍ଶନ କରିବ ସୀମା ସୁରକ୍ଷା ବଳ (BSF)ର ମହିଳା କଣ୍ଟିନଜେଣ୍ଟ ସୀମା ଭବାନୀ (Seema Bhawani)। ତେବେ ଦ୍ବିତୀୟ ଥର ପାଇଁ ଶକ୍ତି ପ୍ରଦର୍ଶନ କରିବାକୁ ଥିବା ଏହି ଟିମ ଅଭ୍ୟାସ ଆରମ୍ଭ କରିସାରିଛି । ଦେଖନ୍ତୁ ଭିଡିଓ

Last Updated : Jan 3, 2022, 10:50 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.