ଅମ୍ଫାନ ପାଇଁ ଅଶାନ୍ତ ଦୀଘା ବେଳାଭୂମି, କୂଳ ଲଙ୍ଘୁଛି ବଡବଡ ଢେଉ

By

Published : May 20, 2020, 1:04 PM IST

thumbnail

ଦୀଘା: ସଂଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅମ୍ଫାନ । ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ବର୍ଷା ସାଙ୍ଗକୁ ଜୋରରେ ବହୁଛି ପବନ । ଅଶାନ୍ତ ରହିଛି ପଶ୍ଚିମବଙ୍ଗର ଦୀଘା ସମୁଦ୍ରକୂଳ । କୂଳ ଲଙ୍ଘୁଛି ବଡ ବଡ ଢେଉ । ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ସହ ଘରେ ରହିବାକୁ ଡାକବାଜି ଯନ୍ତ୍ର ଯୋଗେ ଦିଆଯାଉଛି ପରାମର୍ଶ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.