ଭାରତ ବନ୍ଦର ପ୍ରଭାବ;ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଅଟକିଛି ଶହଶହ ଯାନ

By

Published : Sep 27, 2021, 12:27 PM IST

thumbnail

ତିନି କୃଷି ଆଇନ ବିରୋଧରେ ଦୀର୍ଘ ୧୦ ମାସ ଧରି ଚାଲିଛି ସିଙ୍ଘୁ ବର୍ଡରରେ ଚାଷୀ ଆନ୍ଦୋଳନ । କେନ୍ଦ୍ରର ୩ କୃଷି ଆଇନକୁ ବିରୋଧ କରି ଏହି ବନ୍ଦ ପାଳନ କରୁଛନ୍ତି ବିଭିନ୍ନ କୃଷକ ସଂଗଠନ । ତେବେ ଭାରତ ବନ୍ଦର ପ୍ରଭାବ ମଧ୍ୟ ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଦେଖିବାକୁ ମିଳିଛି । ରାସ୍ତାରେ ଶହଶହ ଯାନ ଟ୍ରାଫିକ ଜାମ କରୁଥିବା ଦେଖିବାକୁ ମିଳିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.