ବୋଟ ରେସିଂରେ ଭାଗ ନେଲେ ରାହୁଲ, ଡଙ୍ଗାରେ ବସି ମାରିଲେ ଆହୁଲା

By

Published : Sep 19, 2022, 6:07 PM IST

Updated : Feb 3, 2023, 8:28 PM IST

thumbnail

ଥିରୁଅନନ୍ତପୁରମ: ଦକ୍ଷିଣର ଶେଷ ପ୍ରାନ୍ତ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ‘ଭାରତ ଯୋଡ’ ଏବେ କେରଳରେ ଜାରି ରହିଛି । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସ୍ଥାନୀୟ ପୁନ୍ନମଦା ହ୍ରଦରେ ଆୟୋଜିତ ଏକ ପାରମ୍ପାରିକ ବୋଟ ରେସିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । କେରଳର ଯୁବକଙ୍କ ସହ ରାହୁଲ ମଧ୍ୟ ବେଶ ଉତ୍ସାହର ସହ ନୌକା ଚାଳନା କରିଥିଲେ । ରାହୁଲଙ୍କ ସହ ଦଳର ବରିଷ୍ଠ ନେତା କେ.ସି ବେଣୁଗୋପାଲ ମଧ୍ୟ ନୌକା ଚଳାଉଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ରାହୁଲଙ୍କ ନୌକା ଚଳାଇବା ସମୟର ଭିଡିଓ

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.