Hockey World Cup Opening Ceremony: ନବୀନଙ୍କ ଡାଏଲଗରେ କମ୍ପିଲା ବାରବାଟୀ

By

Published : Jan 11, 2023, 10:11 PM IST

Updated : Feb 3, 2023, 8:38 PM IST

thumbnail
()

କଟକ: ଉଦଘାଟିତ ହୋଇଯାଇଛି ପୁରୁଷ ହକି ବିଶ୍ବକପ 2023 । ମସ୍କଟ ଓଲିର ହାତ ଧରି ବିଶ୍ୱକପ ଉଦଘାଟନୀ ଉତ୍ସବ ମଞ୍ଚକୁୁ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଜୟ ଜଗନ୍ନାଥ’ରୁ ଆରମ୍ଭ କରି ବନ୍ଦେ ଉତ୍କଳରେ ଶେଷ କରିଥିଲେ ନିଜର ଭାଷଣ । ଆଉ ନବୀନଙ୍କ ଡାଏଲଗରେ କମ୍ପିଥିଲା ବାରବାଟୀ ଷ୍ଟାଡିୟମ ।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.