ଡେନମାର୍କରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବାସୀଙ୍କ ନିବେଦନ, ମୋ ପରିବାରକୁ ବଞ୍ଚାଇ ଦିଅନ୍ତୁ

By

Published : Nov 26, 2022, 9:47 AM IST

Updated : Feb 3, 2023, 8:33 PM IST

thumbnail

କଟକ: "ମୁଖ୍ୟମନ୍ତ୍ରୀ ମୋ ପରିବାରକୁ ବଞ୍ଚାନ୍ତୁ, ସେମାନଙ୍କ ଜୀବନ ପ୍ରତି ବିପଦ ଅଛି । ପୂର୍ବ ଶତ୍ରୁତାକୁ ନେଇ ମୋ ପରିବାରକୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଉଛି ।" ସୂଦୁର ଡେନମାର୍କରେ ରହି ନିଜ ପରିବାରର ଜୀବନ ଭିକ୍ଷା କରିଛନ୍ତି ଜଣେ ଓଡ଼ିଆ ପ୍ରବାସୀ । କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଦିବ୍ୟରଞ୍ଜନ ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ଭିକ୍ଷା କରିଛନ୍ତି । ଇଟିଭି ଭାରତ, କଟକ

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.