ETV Bharat / state

ଷ୍ଟିଲ ସିଟିରେ ବିଶ୍ବର ସବୁଠୁ ଲମ୍ବା ତ୍ରିରଙ୍ଗା !

author img

By

Published : Aug 15, 2019, 2:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଷ୍ଟିଲ ସିଟି ରାଉରକେଲାରେ ଦେଖିବାକୁ ମିଳିଛି ବିଶ୍ବର ସବୁଠୁ ଲମ୍ବା ତ୍ରିରଙ୍ଗା । ତ୍ରିରଙ୍ଗାର ଲମ୍ବ 17 କିଲୋମିଟର ।

ରାଉରକେଲା: ବହୁତ ଦିନର ପ୍ରସ୍ତୁତି ପରେ ରାଉରକେଲାରେ ଦେଖିବାକୁ ମିଳିଛି 17 କିମିର ତ୍ରିରଙ୍ଗା । ଏହା ବିଶ୍ବ ରେକର୍ଡ ହେବ ବୋଲି ଆଶା କରାଯାଉଛି । ବିଶ୍ୱରେ ସବୁଠାରୁ ଲମ୍ବା ତ୍ରିରଙ୍ଗା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏ ନେଇ 17 କିମି ତ୍ରିରଙ୍ଗା ଯାତ୍ରା ବାହାରିବା ପରେ ନୂଆ ରେକର୍ଡ ତିଆରି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲାରେ ସବୁ ଧର୍ମ ତଥା ଭାଷାର ଲୋକ ରହୁଥିବାବେଳେ ଏମାନଙ୍କୁ ଏକ କରିବା ପାଇଁ Smile for ever foundation ପକ୍ଷରୁ ଏହି ପ୍ରୟାସ କରାଯାଇଛି । ରାଉରକେଲାରେ ସବୁ ଜାତି ଧର୍ମ ତଥା ଭାଷାର ଲୋକେ ଏହି ତ୍ରିରଙ୍ଗା ତଳେ ଏକ ହୋଇଥିଲେ । ପୁରା ସହର ଉତ୍ସବ ମୁଖର ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବହୁତ ସଂଖ୍ୟାରେ ଆସି ଥିବା ଲୋକମାନେ ଗୌରବ ଅନୁଭବ କରିଥିଲେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ବହୁତ ଦିନ ର ପ୍ରସ୍ତୁତି ପରେ ଆଜି ରାଉରକେଲା ରେ 17 କିମି ର ତିରଙ୍ଗା ଦେଖିବା କୁ ମିଳି ଥିଲା। ଏହା ବିଶ୍ବ ରେକର୍ଡ ହେବ ବୋଲି ଆଶା କରା ଯାଉଛି। ବିଶ୍ୱ ରେ ସବୁଠାରୁ ଲମ୍ବା ତିରଙ୍ଗା ପାଇଁ ନିଷ୍ପତ୍ତି ନିଆ ଯାଇ ଥିଲା । ଏହି ମୁତବିକ 17 କିମି ତିରଙ୍ଗା ବାହାରିବା ପରେ ନୂଆ ରେକର୍ଡ ଆଜି ତିଆରି ହୋଇଛି।Body: ରାଉରକେଲା ରେ ସବୁ ଧର୍ମ ତଥା ଭାଷା ର ଲୋକ ରୁହନ୍ତି ତଥା ଏହି ମାନଙ୍କୁ ଏକ କରିବା ପାଇଁ Smile for ever foundation ତରଫ ରୁ ଏହି ପ୍ରୟାସ କର ଯାଇଛି। ଆଜି ରାଉରକେଲାରେ ସବୁ ଜାତି ଧର୍ମ ତଥା ଭାଷା ର ଲୋକ ମାନେ ଏହି ତିରଙ୍ଗା ତଳେ ଏକ ହୋଇ ଥିଲେ। ପୁରା ସହର ଉତ୍ସବ ମୁଖର ହୋଇ ଥିଲା।Conclusion:ଏହି କାର୍ଯ୍ୟକ୍ରମ ରେ ବହୁତ ସଂଖ୍ୟା ରେ ଆସି ଥିବା ଲୋକ ମାନେ ଗୌରବ ଅନୁଭବ କରିଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରେ ମଧ୍ୟ ଏହି କାର୍ୟ୍ଯକ୍ରମ ରେ ଭାଗ ନେଇ ଥିଲେ।
ବାଇଟ-ଦିଲୀପ ରାୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ
ବାଇଟ-ପ୍ରତିକଛା ମିଶ୍ର,ଛାତ୍ରୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.