ETV Bharat / state

୫ଟି ବିଦ୍ୟାଳୟର ରୂପାନ୍ତରୀଣ ଭିତ୍ତିଭୂମି ଅନୁଧ୍ୟାନ କଲେ ଜିଲ୍ଲାପାଳ

author img

By

Published : Feb 1, 2022, 10:26 PM IST

୫ଟି ବିଦ୍ୟାଳୟର ରୂପାନ୍ତରିଣ ଭିତ୍ତିଭୂମି ଅନୁଧ୍ୟାନ କାଲେ ଜିଲ୍ଲାପାଳ
୫ଟି ବିଦ୍ୟାଳୟର ରୂପାନ୍ତରିଣ ଭିତ୍ତିଭୂମି ଅନୁଧ୍ୟାନ କାଲେ ଜିଲ୍ଲାପାଳ

ରାୟଗଡା କୋଲନରା ବ୍ଳକରେ ୫ଟି ବିଦ୍ୟାଳୟର ରୂପାନ୍ତରୀଣ ଭିତ୍ତିଭୂମି ଅନୁଧ୍ୟାନ କଲେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଅଧିକ ପଢନ୍ତୁ

ରାୟଗଡା: କୋଲନରା ବ୍ଳକରେ ୫ଟି ବିଦ୍ୟାଳୟର ରୂପାନ୍ତରୀଣ ଭିତ୍ତିଭୂମି ଅନୁଧ୍ୟାନ କଲେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଏଥିସହ କୋଲନରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜଗଦମ୍ବା ସରକାରୀ ଉଚ୍ଚବିଦ୍ୟାଳୟ, ଇମ୍‌ଫା ଥେରୁବାଲି ସରକାରୀ ଉଚ୍ଚବିଦ୍ୟାଳୟ ଓ ପୂଜାରୀଗୁଡା ଉଚ୍ଚବିଦ୍ୟାଳୟ ପରିଦର୍ଶନରେ ଯାଇ ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ।

୫ଟି ବିଦ୍ୟାଳୟର ରୂପାନ୍ତରିଣ ଭିତ୍ତିଭୂମି ଅନୁଧ୍ୟାନ କାଲେ ଜିଲ୍ଲାପାଳ

ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତମାନର କରିବା ପାଇଁ ବିଶେଷକରି ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନାଗାର, ପାଠାଗାର, ଖେଳପଡ଼ିଆ ଆଦିର ଉନ୍ନତିକରଣ ଉପରେ ଅନୁଧ୍ୟାନ କରିଛନ୍ତି । ଏହି ଗସ୍ତ ସମୟରେ ଜିଲ୍ଲାପାଳ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସମସ୍ତ ରୂପାନ୍ତରିଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଦ୍ୟାଳୟର ସ୍ଥିତି ନେଇ ପ୍ରଧାନଶିକ୍ଷକ, ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.