ETV Bharat / state

ସଡକ ଦୁର୍ଘଟଣାରେ ଜଣେ ମୃତ, 2 ଗୁରୁତର

author img

By

Published : Mar 9, 2020, 6:39 AM IST

ନୂଆପଡାରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ସଡକ ଦୁର୍ଘଟଣାରେ ଜଣେ ମୃତ, 2 ଗୁରୁତର
ସଡକ ଦୁର୍ଘଟଣାରେ ଜଣେ ମୃତ, 2 ଗୁରୁତର

ନୂଆପଡା: ଜିଲ୍ଲାରେ ସୋମବାର ଭୋର ସମୟରେ 353 ଜାତୀୟ ରାଜପଥ ତରବୋର୍ଡ ନିକଟରେ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସଡକ ଦୁର୍ଘଟଣାରେ ଜଣେ ମୃତ, 2 ଗୁରୁତର

ଗୋଟିଏ ମୋଟର ସାଇକଲରେ 3ଜଣ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଖବର ପାଇ ତରବୋର୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରହିଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.