ବିଦ୍ୟୁତ ସଂସ୍ପର୍ଶରେ ଆସି DVF ଯବାନ ମୃତ

author img

By

Published : Sep 25, 2021, 7:00 PM IST

Nabarangpur

ନବରଙ୍ଗପୁର ରାଇଘର ବ୍ଲକ ସଦର ମହକୁମାସ୍ଥିତ ଡିଭିଏଫ କ୍ୟାମ୍ପରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଡିଭିଏଫ ଯବାନଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ନବରଙ୍ଗପୁର: ରାଇଘର ବ୍ଲକ ସଦର ମହକୁମାସ୍ଥିତ ଡିଭିଏଫ କ୍ୟାମ୍ପରେ ୧୧ କେଭିର ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଡିଭିଏଫ ଯବାନଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି ।

ବିଦ୍ୟୁତ ସଂପ୍ପର୍ଶରେ ଆସି ଡିଭିଏଫ ଯବାନ ମୃତ

ମୃତ ଯବାନ ଜଣଙ୍କ ହେଉଛନ୍ତି ଜିଲ୍ଲାର ଜଟାବାଲ ଗ୍ରାମର ଡି. ଇଷାକ ହରିଜନ । ସେହିପରି ଆହତ ୨ ଯବାନ ହେଉଛନ୍ତି ତାରା ଗାଁର ଟଙ୍କ ସୌରା ଓ ଇଶ୍ବର ମାଝୀ । ୨ ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାଇଘର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.