ବଚସା ହେଲା କାଳ, ନିଶାସକ୍ତ ଅବସ୍ଥାରେ ଗଳା କଟାକଟି ହେଲେ ଯୁବକ

author img

By

Published : Jul 3, 2022, 7:59 AM IST

ବଚସା ହେଲା କାଳ, ନିଶାସକ୍ତ ଅବସ୍ଥାରେ ଗଳାକଟାକଟି ହେଲେ ଯୁବକ

ଖୋର୍ଦ୍ଧାରେ ଚାଞ୍ଚଲ୍ୟ । ସାମାନ୍ୟ ବଚସାକୁ କେନ୍ଦ୍ରକରି ନିଶାଶକ୍ତ ଅବସ୍ଥାରେ ଗଳା କଟାକଟି । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଜିଲ୍ଲାରେ ଚାଞ୍ଚଲ୍ୟ । ସାମାନ୍ୟ ବଚସାକୁ କେନ୍ଦ୍ରକରି ନିଶାଶକ୍ତ ଅବସ୍ଥାରେ ଗଳା କଟାକଟି । ଏଭଳି ଏକ ଏକ ସାଙ୍ଘାତିକ ଘଟଣା ଘଟିଛି ଖୋର୍ଦ୍ଧାଜିଲ୍ଲା ଗୁରୁଜଙ୍ଗ ତତାରା ଶଙ୍ଖ ନିକଟରେ । ଉଭୟ ଯୁବକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନାମ ରସନ ତନ୍ତି ଓ ସୁମନ ବାରିକ ବୋଲି ଜଣାପଡିଛି ।

ବଚସା ହେଲା କାଳ, ନିଶାସକ୍ତ ଅବସ୍ଥାରେ ଗଳାକଟାକଟି ହେଲେ ଯୁବକ

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ବରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏଭଳି ଅମାନୁଷିକ କାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.