ସରକାରୀ ବିଦ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

author img

By

Published : Sep 15, 2021, 12:35 PM IST

ସରକାରୀ ବିଦ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

ଖୋର୍ଦ୍ଧା ସଦର ଥାନା ଗୁଡୁମୁ ମାନଗୋବିନ୍ଦପୁର ସରକାରୀ ଉ.ପ୍ରା. ବିଦ୍ୟାଳୟରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ବିଦ୍ୟାଳୟରେ ଥିବା କମ୍ପ୍ୟୁଟର, ପିଲାଙ୍କ ପୋଷାକ, ଜୋତା ଆଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ । ଅଧିର ପଢନ୍ତୁ...

ଖୋର୍ଦ୍ଧା: ସରକାରୀ ବିଦ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ । ଖୋର୍ଦ୍ଧା ସଦର ଥାନା ଗୁଡୁମୁ ମାନଗୋବିନ୍ଦପୁର ସରକାରୀ ଉ.ପ୍ରା. ବିଦ୍ୟାଳୟରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ବିଦ୍ୟାଳୟରେ ଥିବା କମ୍ପ୍ୟୁଟର, ପିଲାଙ୍କ ପୋଷାକ, ଜୋତା, ଚେୟାର ଆଦି ସାମଗ୍ରୀ କେହି ଚୋରି କରିନେଇଥିବା ଦେଖିବାକୁ ମିଳିଛି।

ସରକାରୀ ବିଦ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

ଏନେଇ ମାନଗୋବିନ୍ଦପୁର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ବେହେରା ଖୋର୍ଦ୍ଧା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପଟେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.