ETV Bharat / state

ବେଆଇନ ଗୋଚାଲାଣ: ୧୦ଗୋରୁ ଉଦ୍ଧାର, ଜଣେ ଗିରଫ

author img

By

Published : Apr 18, 2021, 7:44 AM IST

ବେଆଇନ ଗୋ ଚାଲାଣ: ୧୦ଗୋରୁ ଉଦ୍ଧାର, ଜଣେ ଗିରଫ
ବେଆଇନ ଗୋ ଚାଲାଣ: ୧୦ଗୋରୁ ଉଦ୍ଧାର, ଜଣେ ଗିରଫ

୧୬ ନଂ ଜାତୀୟ ରାଜପଥ କୁହୁଡି ଛକ ନିକଟରେ ଏକ ପିକଅପ ଭ୍ୟାନ ସହ ୧୦ ଗୋରୁ ଉଦ୍ଧାର, ଜଣେ ଗିରଫ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥ କୁହୁଡି ଛକ ନିକଟରେ ଏକ ପିକଅପ ଭ୍ୟାନ ସହ ୧୦ ଗୋରୁ ଉଦ୍ଧାର, ଜଣେ ଗିରଫ । ସୂଚନା ଅନୁଯାୟୀ ଖଲିକୋଟ ଅଞ୍ଚଳରୁ ଏକ ପିକଅପ ଭ୍ୟାନରେ ଗୋରୁ ଚାଲାଣ କରାଯାଉଥିବା ବେଳେ କୁହୁଡି ଛକରେ ବାଲୁଗାଁ ଏସ୍‌ଡିପିଓଙ୍କ ହାତରେ ଧରା ପଡ଼ିଥିଲେ । ଗାଡିରେ ୧୦ଟି ଗୋରୁଙ୍କୁ ଅତ୍ୟନ୍ତ ମୂର୍ମୁଷ ଅବସ୍ଥାରେ ଉଦ୍ଧାର କରି ଵାଣପୁର ଗୋଶାଳାରେ ଛଡା ଯାଇଛି ।

ବେଆଇନ ଗୋ ଚାଲାଣ: ୧୦ଗୋରୁ ଉଦ୍ଧାର, ଜଣେ ଗିରଫ

ଏହି ଘଟଣାରେ ପିକଅପ ଚାଳକ ସାଜିଦ ଖାଁକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.