ETV Bharat / state

9 ବର୍ଷୀୟ ନାତୁଣୀକୁ ସମ୍ପର୍କୀୟ ଜେଜେର ଦୁଷ୍କର୍ମ ଅଭିଯୋଗ

author img

By

Published : Aug 14, 2019, 5:28 PM IST

Updated : Aug 14, 2019, 5:47 PM IST

କେନ୍ଦୁଝର ଜିଲ୍ଲାର ବଡ଼ପଶି ଗାଁରେ ଜଣେ 9 ବର୍ଷୀୟ ନାବାଳିକାକୁ ସମ୍ପର୍କୀୟ ଜେଜେ ଦୁଷ୍କର୍ମ କରିଥିବା ମାମଲା ସାମନାକୁ ଆସିଛି ।

ପ୍ରତିକାତ୍ମକ ଫଟୋ

କେନ୍ଦୁଝର: ସାରାଦେଶରେ ଦିନକୁ ଦିନ ବଢିଚାଲିଛି ଦୁଷ୍କର୍ମ ମାମଲା । କେନ୍ଦୁଝର ଜିଲ୍ଲାର ବଡ଼ପଶି ଗାଁରେ ଜଣେ 9 ବର୍ଷୀୟ ନାବାଳିକାକୁ ସମ୍ପର୍କୀୟ ଜେଜେ ଦୁଷ୍କର୍ମ କରିଥିବା ମାମଲା ସାମନାକୁ ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଘରେ କେହି ନଥିବା ସୁଯୋଗ ନେଇ ଜେଜେବାପା ଏହି ଘଟଣା ଘଟାଇବା ପରେ ଫେରାର ହୋଇ ଯାଇଥିଲା ।

ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଜେଜେ ବାପା ଚୈତନ୍ୟ ମହାନ୍ତଙ୍କୁ ସଦର ପୋଲିସ ଗିରଫ କରିଛି। ନାବାଳିକାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୁକ୍ତକୁ ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମାହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ନ ବର୍ଷର ନାତୁଣୀକୁ ସମ୍ପର୍କୀୟ ଜେଜେ ବାପାର ଦୁଷ୍କର୍ମ ଅଭିଯୋଗ । Body:
ଆଙ୍କର- ଦିନକୁ ଦିନ ଦୁଷ୍କର୍ମ ମାମଲା ଥମିବାକୁ ନା ନେଉ ନାହିଁ । ସେଥିରେ ନାବାଳିକା ଦୁଷ୍କର୍ମ ମାମଲା ବୃଦ୍ଧି ପାଇବାକୁ ଲାଗିଛି । ଗତକାଲି ସଦର ଥାନା ଅନ୍ତର୍ଗତ ବଡ଼ପଶି ଗ୍ରାମରେ ନଅ ବର୍ଷ ର ନାବାଳିକା କୁ ତାର ନିଜ ଜେଜେବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଘରେ କେହି ନଥିବା ସୁଯୋଗ ନେଇ ଜେଜେବାପା ଏହି ଘଟଣା ଘଟାଇବା ପରେ ଫେରାର ହୋଇ ଯାଇଥିଲା । ଥାନାରେ ମାମଲା ପରେ ଅଭିଯୁକ୍ତ ଜେଜେ ବାପା ଚୈତନ୍ୟ ମହାନ୍ତଙ୍କୁ ସଦର ପୋଲିସ ଦ୍ୱାରା ଗିରଫ କରିଛି। ନାବାଳିକା କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ କୁ ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରାଯାଇଛି ।
ବାଇଟ- ପ୍ରକାଶ ଜେମ୍ସ ଟପ୍ପୋ ( ଏସଡିପିଓ, ସଦର)Conclusion:
Last Updated : Aug 14, 2019, 5:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.