ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଦୁଇ ମୃତ

author img

By

Published : Sep 13, 2021, 10:00 AM IST

Updated : Sep 13, 2021, 10:41 AM IST

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଦୁଇ ମୃତ

09:55 September 13

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଦୁଇ ମୃତ

କେନ୍ଦ୍ରାପଡ଼ା: ଲଗାଣ ବର୍ଷା ହେଲା କାଳ । କେନ୍ଦ୍ରାପଡ଼ାରେ ବର୍ଷା କାରଣରୁ କାନ୍ଥ ଭୂଶୁଡି ଦୁଇ ଜଣଙ୍କ ହୋଇଛି ମୃତ୍ୟୁ । ମୃତକ ଦୁଇ ଜଣ ହେଲେ ପାଟପୁରା ଥାନା ଅନ୍ତର୍ଗତ ବଡବେତରା ଗ୍ରାମର ସନା ମହାପାତ୍ର ଓ ନିକିରାଇ ଥାନା ଅନ୍ତର୍ଗତ ବେଣୀପୁର ଗ୍ରାମର ନର୍ମଦା ପୃଷ୍ଟି । ତେବେ ଲଘୁଚାପ କରାଣରୁ ଗତକାଲି ଦିନ ତମାମ ବର୍ଷା ହୋଇଥିଲା । 

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated :Sep 13, 2021, 10:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.