ପାରାଦୀପ ଉଦୟବଟ ନିକଟରୁ ମୃତଦେହ ଉଦ୍ଧାର

author img

By

Published : Sep 16, 2021, 6:38 AM IST

ପାରାଦୀପ ଉଦୟ କାଣ୍ଡି ନିକଟରୁ ମୃତ ଦେହ ଉଦ୍ଧାର

ପାରାଦୀପ ଉପକଣ୍ଠ ଉଦୟବଟ ନିକଟରେ ଜଣେ ବ୍ୟକ୍ତିର ମୄତଦେହ ଉଦ୍ଧାର କରାଯାଇଛି। ମୄତକର ପରିଚୟ ରବି ନାୟକ, ବୟସ ୫୦ ବର୍ଷ, ଘର ନୁଆଗଡ଼ ବୋଲି ସୂଚନା ମିଳିଛି। ଅଧିକ ପଢନ୍ତୁ...

ପାରାଦୀପ: ପାରାଦୀପ ଉପକଣ୍ଠ ଉଦୟବଟ ନିକଟରୁ ଜଣେ ବ୍ୟକ୍ତିଙ୍କ ମୄତଦେହ ଉଦ୍ଧାର କରାଯାଇଛି। ମୄତକର ପରିଚୟ ରବି ନାୟକ, ବୟସ ୫୦ ବର୍ଷ, ଘର ନୂଆଗଡ଼ ବୋଲି ସୂଚନା ମିଳିଛି। ରବି ନାୟକ ଦୁଇ ଦିନ ତଳେ ଉଦୟବଟ ନିକଟରେ ଆରମ୍ଭ ହେବାକୁ ଥିବା ଏକ ଘରୋଇ କମ୍ପାନୀରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିବାକୁ ଆସିଥିବା ବେଳେ ଘରକୁ ଫେରିନଥିଲେ ।

ପାରାଦୀପ ଉଦୟ କାଣ୍ଡି ନିକଟରୁ ମୃତ ଦେହ ଉଦ୍ଧାର

ତେବେ ଏନେଇ ପରିବାର ପକ୍ଷରୁ ଏକ ନିଖୋଜର ଏତଲା ପାରାଦୀପ ଲକ୍ ଥାନାରେ ଦିଆଯାଇଥିଲା। ଗତକାଲି(ବୁଧବାର) ଅପରାହ୍ନରେ ଉଦୟବଟ ନିକଟରୁ ରବି ନାୟକର ମୄତଦେହ ମିଳିଥିଲା। ପୋଲିସ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.