ଦେବାଶିଷଙ୍କ ପରେ ସାଂସଦଙ୍କ ଟାର୍ଗେଟରେ ଭର୍ତ୍ତୃହରି

author img

By

Published : Sep 18, 2021, 3:26 PM IST

ଦେବାଶିଷଙ୍କ ପରେ ସୁବାଷ, ଟାର୍ଗେଟରେ ଭର୍ତ୍ତୃହରି

ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ମୁହଁ ଖୋଲିଲେ ରାଜ୍ୟସଭା ସାଂସଦ ସୁବାସ ସିଂ । ଦେବାଶିଷ ସାମନ୍ତରାୟଙ୍କ ପରେ ସାଂସଦ ସୁବାସ, ସାଂସଦ ଭର୍ତ୍ତୃହରି ମହତାବଙ୍କୁ କଲେ ଟାର୍ଗେଟ। ଅଧିକ ପଢନ୍ତୁ...

କଟକ: ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ମୁହଁ ଖୋଲିଲେ ରାଜ୍ୟସଭା ସାଂସଦ ସୁବାସ ସିଂ । ଦେବାଶିଷ ସାମନ୍ତରାୟଙ୍କ ପରେ ସାଂସଦ ସୁବାସ, ସାଂସଦ ଭର୍ତ୍ତୃହରି ମହତାବଙ୍କୁ କଲେ ଟାର୍ଗେଟ। ଏଭଳି ସ୍ଥିତିରେ ଭର୍ତ୍ତୃହରିଙ୍କ ପ୍ରତିକ୍ରିୟା ଶୋଭା ପାଇନି । ବରଂ ପ୍ରସଙ୍ଗକୁ ଆହୁରି ଜଟିଳ କରିଛି । ପୂଜା ସମୟରେ ଏପରି ବୟାନ ଠିକ ନୁହେଁ ।

ଗ୍ରାନାଇଟ ଖଣି ଖନନକୁ ଆଦିବାସୀଙ୍କ ବିରୋଧ

ମହାମାରୀ ସମୟରେ ପ୍ରତିଟି ଜୀବନ ମୂଲ୍ୟବାନ। ଯାହାକୁ ନେଇ ସରକାର କୋଭିଡ କଟକକଣା ଜାରି ରଖିଛନ୍ତି। କିନ୍ତୁ ଏହାକୁ ନେଇ ରାଜନୀତିକରଣ କରିବା ଉଚିତ ନଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନକୁ ସମସ୍ତେ ମାନିବା ଦରକାର । କିନ୍ତୁ ଭର୍ତ୍ତୃହରିଙ୍କ ବୟାନ ସମ୍ପୂର୍ଣ୍ଣ ରୂପେ ଜଟିଳ ଦିଗକୁ ନିମନ୍ତ୍ରଣ କରିଛି ବୋଲି କହିଛନ୍ତି ସୁବାସ ।

କଟକରୁ ପ୍ରଭୁକଲ୍ୟାଣପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.