ETV Bharat / state

600 ଲିଟର ଦେଶୀମଦ ଜବତ, ଜଣେ ଗିରଫ

author img

By

Published : Jun 25, 2020, 4:36 PM IST

desi-liquire-seize-by-central-excise-department-in-balasor
ବିପୁଳ ଦେଶୀମଦ ଜବତ, ଅଟୋ ସହ ଜଣେ ଗିରଫ

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ବିପୁଳ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।ଅଧିକ ଜାଣନ୍ତୁ...

ବାଲେଶ୍ବର: ଜବତ ହେଲା ବିପୁଳ ଦେଶୀ ମଦ, ଗିରଫ ହେଲା ଅଟୋ ଡ୍ରାଇଭର । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ବାଲେଶ୍ବରରେ ଚଢ଼ାଉ କରି ବିପୁଳ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

ବିପୁଳ ଦେଶୀମଦ ଜବତ, ଅଟୋ ସହ ଜଣେ ଗିରଫ

ସୋର ଥାନା ଅନ୍ତର୍ଗତ ନାଇକବନ୍ଧ ନିକଟ ଜାତୀୟ ରାଜପଥ ଦେଇ ଏକ ଅଟୋରେ ବିପୁଳ ଦେଶୀ ମଦ ବାଲେଶ୍ଵର ଅଭିମୁଖେ ଯାଉଥିଲା । କୌଣସି ସୂତ୍ରରୁ ଗୁଇନ୍ଦା ବିଭାଗ ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉରେ ୬ ଶହ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହା ସହ ଅଟୋ ଓ ସିନ୍ଧିଆ ଅଞ୍ଚଳର ଗଣେଶ ଗିରି ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.