ETV Bharat / state

ତେଜୁଛି ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ଦ୍ବିତୀୟ ଦିନରେ ବନ୍ଦ ସରକାରୀ ଅଫିସ

author img

By

Published : Sep 19, 2019, 4:08 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଚାଲିଥିବା ଏହି ଆନ୍ଦୋଳନରେ ଆଜି ମଧ୍ୟ ବଲାଙ୍ଗୀର ଓକିଲ ସଂଘ ଓ ତାଙ୍କୁ ସମର୍ଥନ ଦେଉଥିବା ଶତାଧିକ ସଂଘ ସହରରେ ପିଂକେଟିଙ୍ଗି କରି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି ।


ବଲାଙ୍ଗୀର: ପୁନଃସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଚାଲିଥିବା ବଲାଙ୍ଗୀର ବନ୍ଦ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି । ଆଜିବି ଜିଲ୍ଲାର ସବୁ ସରକାରୀ କଳ ଅଚଳ ରହିଛି । ତେବେ ଦୁଇଦିନିଆ ବନ୍ଦ ଡାକରା ସଫଳ ହୋଇଥିବାବେଳେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି । ସେପଟେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବା ସହ ସବୁ ମାସର ତୃତୀୟ ବୁଧବାର ଓ ଗୁରୁବାର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଚାଲିଥିବା ଏହି ଆନ୍ଦୋଳନରେ ଆଜି ମଧ୍ୟ ବଲାଙ୍ଗୀର ଓକିଲ ସଂଘ ଓ ତାଙ୍କୁ ସମର୍ଥନ ଦେଉଥିବା ଶତାଧିକ ସଂଘ ସହରରେ ପିଂକେଟିଙ୍ଗି କରି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି । ବ୍ୟାଙ୍କ, ବୀମା କାର୍ଯ୍ୟାଳୟ, କୋର୍ଟ କଚେରୀ ସମେତ ସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଆଜି ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀରରେ ପୁନଃ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବି ନେଇ ଚାଲିଥିବା ବଲାଂଗୀର ବନ୍ଦ ଆଜି ଦ୍ୟୁତିୟ ଦିନରେ ପହଂଚି ଛି । ଏବଂ ଆଜିବି ଜିଲ୍ଲାର ସବୁ ସରକାରୀ କଲ ଅଚଳ ରହିଛି। ତେବେ ଦୁଇଦିନିଆ ବନ୍ଦ ସଫଳ ହୋଇଥିବା ବେଳେ ବନ୍ଦ ଶାନ୍ତି ପୂର୍ଣ୍ଣ ରହିଛି । ସେପଟେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ସହ ସବୁ ମାସର ତୃତୀୟ ବୁଧବାର ଓ ଗୁରୁବାର ସବୁ ସରକାରୀ କାର୍ଯ୍ୟାଳୟ ବାଣ୍ଡ କର ହେବ ବୋଲି ଆନ୍ଦୋଳନ କାରି କହିଛନ୍ତି ।


Body:ବଲାଙ୍ଗୀରରେ ପୁନଃ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବି ନେଇ ଚାଲିଥିବା ଦୁଇ ଦିନିଆ ବଲାଂଗୀର ବନ୍ଦରେ ଆଜି ଜିଲ୍ଲାର ସବୁ ସରକାରୀ କଲ ଅଚଳ ରହିଛି। ଏଥିରେ ଆଜି ମଧ୍ୟ ବଲାଂଗୀର ଓକିଲ ସଂଘ ଓ ତାଙ୍କୁ ସମର୍ଥନ ଦେଉଥିବା ଶତାଧିକ ସଂଘ ସହରରେ ପ୍ରିକେଟିଙ୍ଗି କରି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି । ବେଙ୍କ, ବୀମା କାର୍ଯ୍ୟାଳୟ, କୋର୍ଟ କଚେରୀ ସମେତ ସବୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ କାର୍ଯ୍ୟାଳୟ ଆଜି ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ ଦୁଇଦିନିଆ ବନ୍ଦ ସଫଳ ହୋଇଥିବା ବେଳେ ବନ୍ଦ ଶାନ୍ତି ପୂର୍ଣ୍ଣ ରହିଛି । ସେପଟେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ସହ ସବୁ ମାସର ତୃତୀୟ ବୁଧବାର ଓ ଗୁରୁବାର ଦୁଇଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ କରା ହେବ ବୋଲି ଆନ୍ଦୋଳନ କାରି କହିଛନ୍ତି ।
ବାଇଟ ପ୍ରମୋଦ ତ୍ରିପାଠୀ ସଭାପତି ଓକିଲ ସଂଘ ବଲାଂଗୀର


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.