ETV Bharat / state

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି 4 ନିଖୋଜ

author img

By

Published : Sep 8, 2019, 12:27 AM IST

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି 4 ନିଖୋଜ

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି 4 ଜଣ ନିଖୋଜ । ତେବେ ଡଙ୍ଗାଟି ଖଡପ୍ରସାଦ ଘାଟିରୁ ପରଜଙ୍ଗ ଥାନା କୁନ୍ଦନଦେଇପୁର ଘାଟିକୁ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।

ଅନୁଗୋଳ: ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି 4 ଜଣ ନିଖୋଜ । ତେବେ ଡଙ୍ଗାଟି ଖଡପ୍ରସାଦ ଘାଟିରୁ ପରଜଙ୍ଗ ଥାନା କୁନ୍ଦନଦେଇପୁର ଘାଟିକୁ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ତେବେ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛି ପ୍ରଶାସନ ।

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି 4 ନିଖୋଜ

ତେବେ ନିଖୋଜମାନେ ହେଲେ, ସୁମନ୍ତ ସାହୁ, ରମେଶ ସାହୁ, ବିଜୟ ସାହୁ, ବାପୁନି ଆଚାର୍ଯ୍ୟ । ନିଖୋଜ ବାପୁନଙ୍କ ଘର କୁନ୍ଦନଦେଇପୁର ହୋଇଥିବା ବେଳେ ଅନ୍ୟମାନଙ୍କ ଘର ରୋଡ଼ଗାଁ ବୋଲି ସୂଚନା ମିଳିଛି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.