ETV Bharat / sports

CWG 2022: ଭାରୋତ୍ତଳନରେ ଭାରତର ନବମ ପଦକ, କାଂସ୍ୟ ଜିତିଲେ ଲଭପ୍ରୀତ ସିଂହ

author img

By

Published : Aug 3, 2022, 4:16 PM IST

CWG 2022: ଭାରୋତ୍ତଳନରେ ଭାରତର ନବମ ପଦକ, କାଂସ୍ୟ ଜିତିଲେ ଲଭପ୍ରୀତ ସିଂହ
CWG 2022: ଭାରୋତ୍ତଳନରେ ଭାରତର ନବମ ପଦକ, କାଂସ୍ୟ ଜିତିଲେ ଲଭପ୍ରୀତ ସିଂହ

ଭାରୋତ୍ତଳନ ଇଭେଣ୍ଟରେ ଭାରତକୁ ଆଉ ଏକ ପଦକ ମିଳିଛି । ମୋଟ ୩୫୫ କେଜି ଭାରୋତ୍ତଳନ କରି ପଦକ ହାସଲ କରିଛନ୍ତି ଲଭପ୍ରୀତ ସିଂହ । ଅଧିକ ପଢ଼ନ୍ତୁ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରୋତ୍ତଳନ ଇଭେଣ୍ଟରେ ଭାରତକୁ ଆଉ ଏକ ପଦକ ମିଳିଛି । ୧୦୯ କେଜି ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି ଲଭ୍‌ପ୍ରୀତ ସିଂହ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି ।

  • LOVEPREET WINS BR🥉NZE !!

    The weightlifting contingent is giving us major MEDAL moments at #CommonwealthGames2022🤩

    Lovepreet Singh bags Bronze🥉 in the Men's 109 Kg category with a Total lift of 355 Kg

    Snatch- 163Kg NR
    Clean & Jerk- 192Kg NR
    Total - 355kg (NR) pic.twitter.com/HpIlYSQxBZ

    — SAI Media (@Media_SAI) August 3, 2022 " class="align-text-top noRightClick twitterSection" data=" ">

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ଭାରୋତ୍ତଳନ ଇଭେଣ୍ଟରେ ଭାରତର ଏହା ନବମ ପଦକ । ମୋଟ ୩୫୫ କେଜି ଭାରୋତ୍ତଳନ କରି ପଦକ ହାସଲ କରିଛନ୍ତି ଲଭପ୍ରୀତ ସିଂହ । ସ୍ନାଚ୍‌ରେ ସେ ୧୬୩ କେଜି ଉଠାଇଥିଲେ । ଏହପରେ କ୍ଲିନ୍‌ ଓ ଜର୍କରେ ୧୯୩ କେଜି ଉଠାଇଛନ୍ତି ଲଭ୍‌ପ୍ରୀତ ସିଂହ । ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି ଜାତୀୟ କ୍ରୀଡ଼ା ପ୍ରାଧୀକରଣ ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.