ETV Bharat / sports

ସିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ପାଇଁ Squad ଘୋଷଣା

author img

By

Published : Nov 27, 2021, 5:42 PM IST

Squads for Senior Women's Challenger Trophy announced
ସିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ପାଇଁ Squads ଘୋଷଣା

ସର୍ବଭାରତୀୟ ମହିଳା ଚୟନ କମିଟି ପକ୍ଷରୁ ସିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ୨୦୨୧-୨୨ ପାଇଁ ଇଣ୍ଡିଆ A, ଇଣ୍ଡିଆ B, ଇଣ୍ଡିଆ C ଓ ଇଣ୍ଡିଆ D ସ୍କ୍ବାଡ ଘୋଷଣା । ଅଧିକ ପଢନ୍ତୁ

ମୁମ୍ବାଇ: ମହିଳା ସିନିୟର ଚ୍ୟାଲେଞ୍ଜର ଟ୍ରଫି ପାଇଁ ସ୍କ୍ବାଡ(Squad) ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ସର୍ବଭାରତୀୟ ମହିଳା ଚୟନ କମିଟି । ସିନିୟର ମହିଳା କ୍ରିକେଟ ଏକଦିବସୀୟ ଚ୍ୟାଲେଞ୍ଜର ଟ୍ରଫି ୨୦୨୧-୨୧ ପାଇଁ ଇଣ୍ଡିଆ A, ଇଣ୍ଡିଆ B, ଇଣ୍ଡିଆ C ଓ ଇଣ୍ଡିଆ D ସ୍କ୍ବାଡ ଘୋଷଣା ହୋଇଛି ।

ଏହି ଟୁର୍ନାମେଣ୍ଟ ଡକ୍ଟର ଗୋକାରାଜୁ ଲୈଲା ଗଙ୍ଗା ରାଜୁ ACA କ୍ରିକେଟ କମ୍ପ୍ଲେକ୍ସ-DVR ଗ୍ରାଉଣ୍ଡ, ବିଜୟୱାଡାରେ ଡିସେମ୍ବର ୪ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ଖେଳାଯିବ । ଏନେଇ BCCI ଏକ ବିଜ୍ଞପ୍ତିରେ ଘୋଷଣା କରିଛି ।

ଏହାମଧ୍ୟ ପଢନ୍ତୁ- Kanpur Test: ନ୍ୟୁଜିଲାଣ୍ଡ ୨୯୬ ରନ୍‌ରେ ଅଲଆଉଟ, ଭାରତକୁ ୪୯ ରନ୍‌ର ଲିଡ

ସ୍କ୍ବାଡ୍‌ :

India A: ସ୍ନେହ ରାଣା(କ୍ୟାପଟେନ), ଶିବାଲି ସିନ୍ଦେ(ଭାଇସ କ୍ୟାପଟେନ)(ୱିକେଟ କିପର), ଲକ୍ଷ୍ମୀ ଯାଦବ (ୱିକେଟ କିପର), ବୃନ୍ଦା ଦିନେଶ, ଝାନସି ଲକ୍ଷ୍ମୀ, ୟାସ୍ତିକା ଭାଟିଆ, ସୁଶ୍ରୀ ଦିବ୍ୟଦର୍ଶିନୀ, ମେହକ କେଶର, ଅନୁଷା, ଏସ.ଏସ.କଲାଲ, ଗଙ୍ଗା.ଡବ୍ଲୁ, ଡି.ଡି. କସତ, ରେଣୁକା ସିଂହ, ସିମ୍ରନ ଦିଲ ବାହାଦୂର, ଏମ.ଡି.ସୋନାୱଇ

India B: ତାନିଆ ଭାଟିଆ(କ୍ୟାପଟେନ)(ୱିକେଟ କିପର), ଅଞ୍ଜୁ ତୋମର(ଭାଇସ କ୍ୟାପଟେନ), ରିୟା ଚୌଧୁରୀ(ୱିକେଟ କିପର), ପଲକ ପଟେଲ, ଶୁଭ ସତୀଶ, ହର୍ଲିନ ଦିଓଲ, ହୁମେରିଆ କାଜି, ଚନ୍ଦୁ ଭି ରାମ, ରାଶି କାନୋଜିୟା, ଜି.ତ୍ରୀଷା, ସୌମ୍ୟ ତିୱାରୀ, ମେଘନା ସିଂହ, ଶାରଳା ଦେବୀ, ସାଇମା ଠାକୁର, ରାମ୍ୟାଶ୍ରୀ ।

India C: ଶିଖା ପାଣ୍ଡେ(କ୍ୟାପଟେନ), ମୁସକାନ ମଲିକ(ଭାଇସ କ୍ୟାପଟେନ), ଶ୍ବେତା ବର୍ମା(ୱିକେଟ କିପର), ସିପ୍ରା ଗିରି(ୱିକେଟ କିପର), ତେରନମ ପଠାନ, ଆରତି ଦେବୀ, ରାଧା ଯାଦବ, ସି. ପ୍ରତ୍ୟୁଷା, ଅନୁଷ୍କା ଶର୍ମା, କାଶବି ଗୌତମ, ପ୍ରିୟଙ୍କା ଗରଖେଡେ, ଆର.ଆର. ଶାହା, ଧାରା ଗୁଜ୍ଜର, ପ୍ରିୟା ପୁନିଆ, ଐଶର୍ଯ୍ୟା

ଏହା ମଧ୍ୟ ପଢନ୍ତୁ: Kanpur Test: ନ୍ୟୁଜିଲାଣ୍ଡ ୨୯୬ ରନ୍‌ରେ ଅଲଆଉଟ, ଭାରତକୁ ୪୯ ରନ୍‌ର ଲିଡ

India D: ପୂଜା ବସ୍ତ୍ରକର(କ୍ୟାପଟେନ), ଅମନଜୋତ କୌର(ଭାଇସ କ୍ୟାପଟେନ), ଇନ୍ଦ୍ରାଣୀ ରୟ(ୱିକେଟ କିପର), କେ. ପ୍ରତ୍ୟୁଷା(ୱିକେଟ କିପର), ଏସ. ମେଘନା, ଦିବ୍ୟା.ଜି, ଆୟୁଷୀ ସୋନୀ, କନିକା ଅହୁଜା, କିର୍ତୀ ଜେମ୍ସ, ରାଜେଶ୍ବରୀ ଗାଏକ୍ବାଡ, ସଞ୍ଜୁଳା ନାଏକ, ମୋନିକା ପଟେଲ, ଅଶ୍ବିନି କୁମାରୀ, ପୂଜା ରାଜ, ସାଇକା ଇସହାକି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.