ETV Bharat / sports

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା

author img

By

Published : Jan 30, 2020, 5:18 PM IST

India Vs New Zealand
ନ୍ୟୁଜିଲାଣ୍ଡ ଦଳ ଘୋଷଣା

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ 14 ଜଣିଆ ଦଳ ଘୋଷଣା ହୋଇଛି ।

ହାମିଲଟନ: ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ 14 ଜଣିଆ ଦଳ ଘୋଷଣା ହୋଇଛି । ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନଅପର ମୁକାବିଲା ପାଇଁ, ବୋଲିଂ ବିଭାଗକୁ ଶକ୍ତିଶାଳୀ କରିବାକୁ ଜୋର ଦେଇଛି କିୱି ମ୍ୟାମେଜମେଣ୍ଟ । ଜେମିଏସନ, କୁଗଲେଜେନ ଓ ବେନଟଙ୍କୁ ଦିନିକିଆ ସିରିଜରେ ଦଳ ସାମିଲ କରିଛି । ଶେଷଥର ପାଇଁ କୁଗଲେଜେନ ଓ ବେନଟ ବର୍ଷ 2017ରେ ଦିନିକିଆ ମ୍ୟାଚ ଖେଳିଥିଲେ ।

India Vs New Zealand
କେଲ ଜେମିଏସନ

3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଫେବୃୟାରୀ 5ରେ ହାମିଲଟନରେ ଖେଳାଯିବ ।

India Vs New Zealand
ନ୍ୟୁଜିଲାଣ୍ଡ ଟିମ

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ:
କେନ ୱିଲିୟମସନ(କ୍ୟାପଟେନ), ହାମିସ ବେନଟ, ଟମ ବ୍ଳଣ୍ଡେଲ, କଲିନ ଡି ଗ୍ରାଣ୍ଡହୋମ, ମାର୍ଟିନ ଗୁପ୍ଟିଲ, କେଲ ଜେମିଏସନ, ସ୍କଟ କୁଗଲେଜେନ, ଟମ ଲାଥମ, ଜିମି ନିଶାମ, ହେନରି ନିକୋଲାସ, ମିଚେଲ ସାଣ୍ଟନର, ଇସ ସୋଧି(ପ୍ରଥମ ଦିନିକିଆ), ଟିମ ସାଉଦି, ରସ ଟେଲର ।

Intro:Body:

dhh


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.