ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ପ୍ରଥମେ ଭାରତର ବ୍ୟାଟିଂ

author img

By

Published : Jan 14, 2020, 1:17 PM IST

Updated : Jan 14, 2020, 5:21 PM IST

Ind Vs Aus
ଭାରତ ବନାମ ଅଷ୍ଟ୍ରେଲିଆ

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିମୟରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ମୁକାବିଲା। 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ବିଜୟ ଲକ୍ଷ୍ୟରେ ଉଭୟ ଟିମ। ଅଧିକ ପଢନ୍ତୁ...

ମୁମ୍ବାଇ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିମୟରେ ଖେଳାଯାଉଛି । ଆଜିର ମ୍ୟାଚକୁ ଜିତି ଉଭୟ ଦଳ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଆଗୁଆ ହେବାକୁ ଲକ୍ଷ୍ୟ ରଖିଛନ୍ତି । ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଭାରତୀୟ ଦଳରେ ଓପନର ରୋହିତ ଶର୍ମା, ଶିଖର ଧାୱନ ଓ ଲୋକେଶ ରାହୁଲ ରହିଛନ୍ତି । ତେବେ କ୍ୟାପଟେନ ବିରାଟ କୋହଲି କେଉଁ ସ୍ଥାନରେ ବ୍ୟାଟିଂ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

ଭାରତୀୟ ଚୁଡାନ୍ତ ଏକାଦଶ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ଜଶପ୍ରୀତ ବୁମରା, ମହମ୍ମଦ ସାମି ।

ଅଷ୍ଟ୍ରେଲିଆ ଚୁଡାନ୍ତ ଏକାଦଶ: ଆରୋନ ଫିଞ୍ଚ(କ୍ୟାପଟେନ), ଷ୍ଟିଭ ସ୍ମିଥ ଡେଭିଡ ୱାର୍ଣ୍ଣର, ଆଷ୍ଟର ଆଗର, ମାର୍ନସ ଲବୁସାନ, କେଲ ରିଚାର୍ଡସନ, ଡାର୍କି ସଟ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ଣ୍ଣର, ଆଡାମ ଜାମ୍ପା, ପାଟ କମିନ୍ସ ।

Intro:Body:

BLANK FOR LINK 


Conclusion:
Last Updated :Jan 14, 2020, 5:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.