ETV Bharat / sitara

ସୁଶାନ୍ତ ମାମଲା: 14 ଦିନିଆ ନ୍ୟାୟିକ ହେପାଜତରେ ସିଦ୍ଧାର୍ଥ ପିଠାନୀ

author img

By

Published : Jun 4, 2021, 4:38 PM IST

sushant-singh-rajput-case-siddharth-pithani-sent-to-14-days-judicial-custody-informed-by-ncb
ସୁଶାନ୍ତ ମାମଲା: 14 ଦିନିଆ ନ୍ୟାୟିକ ହେପାଜତରେ ସିଦ୍ଧାର୍ଥ ପିଠାନୀ

ମେ 28 ରେ ବଲିଉଡ ଡ୍ରଗ୍ସ କେସରେ ଏନସିବି ସୁଶାନ୍ତଙ୍କ ଫ୍ଲାଟମେଣ୍ଟ ସିଦ୍ଧାର୍ଥ ପିଠାନୀଙ୍କୁ ଶୁକ୍ରବାର ଗିରଫ କରିଥିଲା । ଏବେ ସିଦ୍ଧାର୍ଥଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଗତବର୍ଷ ଜୁନରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଥିବା ବଲିଉଡ ଡ୍ରଗ୍ସ କେସରେ ଏନସିବି ତାଙ୍କ ଫ୍ଲାଟମେଣ୍ଟ ସିଦ୍ଧାର୍ଥ ପିଠାନୀଙ୍କୁ ଶୁକ୍ରବାର ଗିରଫ କରିଥିଲା ।

  • #Maharashtra | Siddharth Pithani, late actor Sushant Singh Rajput's friend, has been sent to 14-day judicial custody, in connection with drugs case: Narcotics Control Bureau (NCB), Mumbai

    — ANI (@ANI) June 4, 2021 " class="align-text-top noRightClick twitterSection" data=" ">

ବର୍ତ୍ତମାନ ସିଦ୍ଧାର୍ଥଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି । ଏହାପୂର୍ବରୁ ମେ 28 ରେ ସିଦ୍ଧାର୍ଥଙ୍କୁ ଏନସିବି ଗିରଫ କରିଥିଲା । ସିଦ୍ଧାର୍ଥଙ୍କ ବ୍ୟତୀତ ଏନସିବି ସୁଶାନ୍ତଙ୍କ ଘରେ କାମ କରୁଥିବା ନୀରଜ ଏବଂ କେଶବଙ୍କ ବ୍ୟତୀତ ସିକ୍ୟୁରୁଟି ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରିଛି।

ବର୍ତ୍ତମାନ ସୁଶାନ୍ତଙ୍କ ମାମଲାରେ ଏନସିବି ନିରନ୍ତର ତଦନ୍ତ ଜାରି ରଖିଛି ।

ପ୍ରକାଶ ଥାଉ କି, ଗତବର୍ଷ ଜୁନ 14ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ । ଯାହାର ଯାଞ୍ଚରେ ଡ୍ରଗ୍ସ କାରବାର ମାମଲା ସାମ୍ନାକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.