ETV Bharat / sitara

ବିଚ୍ ର ମଜା ନେଉଛନ୍ତି ସନ୍ନି ଲିଓନୀ, ଫଟୋ ଭାଇରାଲ୍

author img

By

Published : Jul 26, 2020, 10:57 PM IST

sunny leone enjoys beach day out
ବିଚ୍ ର ମଜା ନେଉଛନ୍ତି ସନ୍ନି ଲିଓନୀ, ଫଟୋ ଭାଇରାଲ୍

ସନ୍ନି ଲିଓନୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ସମୁଦ୍ର କୂଳରେ ଥଣ୍ଡା ପବନକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି । ଫଟୋ ସହିତ କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି, "ବିଚ୍ ପର୍ ଥଣ୍ଡି ସୁବହା୍" । ଅଧିକ ପଢନ୍ତୁ...

ଲସ୍ ଆଞ୍ଜେଲସ୍: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନୀ ବିଚ୍ ଆଉଟିଂ କୁ ବହୁତ ଭଲ ପାଆନ୍ତି ।

ରବିବାର ଦିନ ସନ୍ନି ସମୁଦ୍ର କୂଳର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସନ୍ନି ଏକ ଲାଲ ରଙ୍ଗର ସାର୍ଟ ଏବଂ କଳା ରଙ୍ଗର ପ୍ୟାଣ୍ଟ ସହିତ ବ୍ଲାକ ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।

ଫଟୋ ସହିତ କ୍ୟାପସନରେ ସନ୍ନି ଲେଖିଛନ୍ତି, "ବିଚ୍ ପର୍ ଥଣ୍ଡି ସୁବହା୍" ।

ଏହି ମାସ ଆରମ୍ଭରେ, ସନ୍ନି ସମୁଦ୍ର କୂଳର ଆଉ ଏକ ଫଟୋ ସେୟାର କରିଥିଲେ ।

ସନ୍ନି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ତାଙ୍କୁ ନୀଳ ରଙ୍ଗର ସ୍ୱିମ୍ସୁଟ୍ ସହିତ ଏକ ବ୍ଲାକ ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଥିଲା ​​।

ଫଟୋ ସହିତ କ୍ୟାପସନରେ ସନ୍ନି ଲେଖିଥଲେ, "ସମୁଦ୍ର କୂଳରେ ସାମାଜିକ ଦୂରତା । ଏହା ଠାରୁ ଭଲ କିଛି ହୋଇପାରିବ ନାହିଁ । କାଲିଫର୍ଣ୍ଣିଆ ଲଭ୍ " ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.