ETV Bharat / city

ବ୍ରାହ୍ମଣୀ ନଦୀରେ ଭାସୁଛି ଅଚିହ୍ନା ଯୁବକର ମୃତଦେହ

author img

By

Published : Oct 29, 2019, 7:14 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ସୁନ୍ଦରଗଡର ଲହୁଣୀପଡ଼ା ଥାନା ଅନ୍ତର୍ଗତ ବଡପୁରୁଣାପାଣି ଗ୍ରାମ ପଞ୍ଚାୟତର ସିଆଳିକୁଦର ଗାଁ ନିକଟସ୍ଥ ଅଞ୍ଚଳରେ ଚାଞ୍ଚଲ୍ୟ । ବ୍ରାହ୍ମଣୀ ନଦୀରେ ଜଣେ ଅଚିହ୍ନା ଯୁବକର ମୃତଦେହ ଠାବ ହୋଇଛି । ଅଧିକ ପଢନ୍ତୁ...

ରାଉରକେଲା: ସୁନ୍ଦରଗଡର ଲହୁଣୀପଡ଼ା ଥାନା ଅନ୍ତର୍ଗତ ବଡପୁରୁଣାପାଣି ଗ୍ରାମ ପଞ୍ଚାୟତର ସିଆଳିକୁଦର ଗାଁ ନିକଟସ୍ଥ ଅଞ୍ଚଳରେ ଚାଞ୍ଚଲ୍ୟ । ଗାଁ ପାଖ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରୁ ଏକ ଅଜଣା ଯୁବକର ମୃତଦେହ ଉଦ୍ଧାର ହୋଇଛି।

ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ଲହୁଣୀପଡ଼ା ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ପରେ ସତ୍ୟାସତ୍ୟ ଜଣାପଡିବା ନେଇ ପୋଲିସ କହିଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ବ୍ରାହ୍ମଣୀ ନଦୀରେ ଭାସୁଛି ଅଚିହ୍ନା ଯୁବକର ମୃତ୍ୟୁ ଦେହ।
ରାଉରକେଲା- ଲହୁଣୀପଡ଼ା ଥାନା ଅନ୍ତର୍ଗତ ବଡପୁରୁଣାପାଣି ଗ୍ରାମ ପଞ୍ଚାୟତ ର ସିଆଳିକୁଦର ଗ୍ରାମ ପାଖରେ ବୋହିଯାଇଥିବା ବ୍ରାହ୍ମଣୀ ନଦୀରେ ଏକ ଅଜଣା ଯୁବକର ମୃତ ଦେହ ଜପତ କର ଯାଇଛି।

।Body:ଶବ ଭାସୁଥିବା ଦେଖି ଗ୍ରାମବାସୀ ଲହୁଣୀପଡ଼ା ଥାନା କୁ ଖବର ଦେବାରୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଜବତ କରିଥିବା ଜଣାପଡିବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Conclusion:ବ୍ୟବଛେଦ ପରେ ସତ୍ୟାସତ୍ୟ ଜଣାପଡିବା ସହ ଘଟଣା ଉପରୁ ପରଦା ହଟିବା ଆଶା ପ୍ରକଟ ହେଉଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.