ETV Bharat / city

500ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟ ହେବ ବିଜେପି

author img

By

Published : Feb 24, 2022, 7:08 PM IST

500ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟ ହେବ ବିଜେପି
500ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟ ହେବ ବିଜେପି

ବିଜେପି ଏଥର 500ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟ ହେବାକୁ ଯାଉଛି । ବିଜେଡ଼ିର ବିକଳ୍ପ ହିସାବରେ ଅଜସ୍ର ଭୋଟ ଲୋକ ବିଜେପିକୁ ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର : ବିଜେପି ଏଥର 500ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟ ହେବାକୁ ଯାଉଛି । ବିଜେଡ଼ିର ବିକଳ୍ପ ହିସାବରେ ଅଜସ୍ର ଭୋଟ ଲୋକ ବିଜେପିକୁ ଦେଇଛନ୍ତି । କାରଣ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ବିରୋଧରେ ତୃଣମୂଳ ସ୍ତରରେ ବ୍ୟାପକ ଜନ ଅସନ୍ତୋଷ ରହିଛି ।

ଏହାବି ପଢନ୍ତୁ : Russia-Ukraine War: ଭାରତୀୟଙ୍କୁ ଫେରାଇ ଆଣିବାକୁ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ, କଣ୍ଟ୍ରୋଲ ରୁମ୍ ଗଠନ

ବିଜେପି 2 ବର୍ଷ ଆଗରୁ ପଞ୍ଚାୟତ ନିର୍ବାଚନରେ ସଫଳତା ପାଇଁ ବୁଥ୍ ସ୍ତରରେ କମିଟି, ମଣ୍ଡଳ ସ୍ତରୀୟ କମିଟି, ପ୍ରାର୍ଥୀ ଚୟନ ଆଦି ପ୍ରକ୍ରିୟା ଆରମ୍ଭ କରିସାରିଥିଲା । ଆଉ କଂଗ୍ରେସ ସବୁ ଜାଗାରେ ସୁପ୍ତ ହୋଇସାରିଲାଣି । ତେଣୁ କଂଗ୍ରେସ ପକ୍ଷରେ ଲୋକ ନାହାନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.