ETV Bharat / city

Vegetable Price: ଆଜିର ପରିବା ଦର

author img

By

Published : Jun 21, 2022, 7:01 AM IST

Updated : Jun 21, 2022, 10:51 AM IST

ଆକାଶଛୁଆଁ ହୋଇଛି ପରିବା ଦର । ଲେମ୍ବୁ, ଟମାଟୋ, ସଜନା ଛୁଇଁ, ପୋଟଳ ଆଦି ପନିପରିବା ଦର ଗ୍ରାହକଙ୍କ ଚିନ୍ତା ବଢାଇଛି । ପ୍ରତିଦିନ ଓଡ଼ିଶା ବଜାରରେ ୫ଟଙ୍କା ୧୦ ଟଙ୍କା ଦର କମୁଥିବା ବେଳେ କିଛି ପନିପରିବାର ଦର ସମାନ ଟଙ୍କା ବୃଦ୍ଧି ପାଉଛି ।

ଆଜିର ପନିପରିବା ଦର
ଆଜିର ପନିପରିବା ଦର

ଭୁବନେଶ୍ବର: ଆକାଶଛୁଆଁ ହୋଇଛି ପରିବା ଦର । ଲେମ୍ବୁ, ଟମାଟୋ, ସଜନା ଛୁଇଁ, ପୋଟଳ ଆଦି ପନିପରିବା ଦର ଗ୍ରାହକଙ୍କ ଚିନ୍ତା ବଢାଇଛି । ପ୍ରତିଦିନ ଓଡ଼ିଶା ବଜାରରେ ୫ଟଙ୍କା ୧୦ ଟଙ୍କା ଦର କମୁଥିବା ବେଳେ କିଛି ପନିପରିବାର ଦର ସମାନ ଟଙ୍କା ବୃଦ୍ଧି ପାଉଛି । ସଜନା ଛୁଇଁ କେଜି 100 ଟଙ୍କା ରହିଥିବାବେଳେ, ଟମାଟୋ ଦର କେତେବେଳେ ସେଞ୍ଚୁରୀ ମାରିଛି ତ କେତେବେଳେ 100 ପାଖାପାଖି ରହିଛି । ବଢିଥିବା ଦର ପକେଟ ଖାଲି କରୁଛି ହେଲେ ପରିବା ବ୍ୟାଗ ଭର୍ତ୍ତି ହେଉନାହିଁ । ତେବେ ଆଜି ଆସନ୍ତୁ ଜାଣିବା ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ପନିପରିବାର ଦର କେତେ ରହିଛି ?

ଆଜିର ପନିପରିବା ଦର
ଆଜିର ପନିପରିବା ଦର
ଆଜିର ପରିବା ଦର
ଆଜିର ପରିବା ଦର
Last Updated : Jun 21, 2022, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.