ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 691 କୋରୋନା ଆକ୍ରାନ୍ତ

author img

By

Published : Oct 1, 2021, 7:36 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ 691 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 691 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 691 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 13ହଜାର 833ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶୁକ୍ରବାର) ରାଜ୍ୟରେ 691 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 332 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 13ହଜାର 833ଜଣ ସୁସ୍ଥ ହୋଇଛନ୍ତି ।

  • Another 691 Covid patients have recovered and are being discharged on 01.10.2021

    332 from Khordha
    75 from Cuttack
    30 from Jagatsinghpur
    29 from Jajapur
    22 from Puri
    16 from Bhadrak
    14 from Mayurbhanj
    12 from Sambalpur
    11 from Baleswar
    11 from Sundargarh
    10 from Kendrapara

    — H & FW Dept Odisha (@HFWOdisha) October 1, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୭୫, ଅନୁଗୋଳରୁ ୬,ପୁରୀରୁ ୨୨, ବରଗଡ଼ରୁ ୪, ଯାଜପୁରରୁ ୨୯, ମୟୂରଭଞ୍ଜରୁ ୧୪, ରାୟଗଡ଼ାରୁ ୨, ଗଞ୍ଜାମରୁ ୪, ଢେଙ୍କାନାଳରୁ ୭, କେନ୍ଦୁଝରରୁ ୨, ନୟାଗଡ଼ରୁ ୭, ଜଗତସିଂହପୁରରୁ ୩୦, ଝାରସୁଗୁଡାରୁ ୫, ସମ୍ବଲପୁରରୁ ୧୨, ସୋନପୁରରୁ ୧, କୋରାପୁଟରୁ ୨, ବାଲେଶ୍ବରରୁ ୧୧, ଭଦ୍ରକରୁ ୧୬, ଦେବଗଡ଼ରୁ ୪, ସୁନ୍ଦରଗଡରୁ ୧୧, ବୌଦ୍ଧ ୧ ଓ ଷ୍ଟେଟ୍‌ ପୁଲ୍‌ରୁ ୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 7 from Dhenkanal
    7 from Nayagarh
    6 from Anugul
    5 from Bargarh
    5 from Jharsuguda
    4 from Deogarh
    4 from Ganjam
    2 from Kandhamal
    2 from Keonjhar
    2 from Koraput
    2 from Rayagada
    1 from Boudh
    1 from Sonepur
    81 from State Pool

    The total recovered cases of Odisha now stand at 1013833

    — H & FW Dept Odisha (@HFWOdisha) October 1, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.