ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 603 କୋରାେନା ଆକ୍ରାନ୍ତ

author img

By

Published : Oct 22, 2021, 8:10 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 603 କୋରାେନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 603 କୋରାେନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 603 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 25 ହଜାର 25ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶୁକ୍ରବାର) ରାଜ୍ୟରେ 603 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାର 323 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 25 ହଜାର 25 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 603 Covid patients have recovered and are being discharged on 22.10.2021

    323 from Khordha
    55 from Cuttack
    21 from Mayurbhanj
    20 from Baleswar
    17 from Kendrapara
    13 from Puri
    11 from Jagatsinghpur
    9 from Jajapur
    9 from Nayagarh
    8 from Sundargarh
    7 from Gajapati

    — H & FW Dept Odisha (@HFWOdisha) October 22, 2021 " class="align-text-top noRightClick twitterSection" data=" ">


ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୫୫, ପୁରୀରୁ ୧୩, ଯାଜପୁରରୁ ୯, ମୟୂରଭଞ୍ଜରୁ ୨୧, ଗଞ୍ଜାମରୁ ୫, କେନ୍ଦୁଝରରୁ ୨, ନୟାଗଡ଼ରୁ ୯, ଜଗତସିଂହପୁରରୁ ୧୧, ଝାରସୁଗୁଡାରୁ ୩, ସମ୍ବଲପୁରରୁ ୪, କୋରାପୁଟରୁ ୧, ବାଲେଶ୍ବରରୁ ୨୦, ସୁନ୍ଦରଗଡରୁ ୮, ବଲାଙ୍ଗୀରରୁ ୪, ବରଗଡରୁ ୩, ଗଜପତିରୁ ୭, ରାୟଗଡାରୁ ୩ ଓ ଷ୍ଟେଟପୁଲରୁ ୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 5 from Anugul
    5 from Ganjam
    4 from Bolangir
    4 from Sambalpur
    3 from Bargarh
    3 from Jharsuguda
    3 from Rayagada
    2 from Deogarh
    2 from Keonjhar
    2 from Nabarangpur
    1 from Koraput
    76 from State Pool

    The total recovered cases of Odisha now stand at 1025025

    — H & FW Dept Odisha (@HFWOdisha) October 22, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.