ETV Bharat / city

ରାଜ୍ୟରୁ ସୁସ୍ଥ ହେଲେ ଆଉ 601 କୋରୋନା ଆକ୍ରାନ୍ତ

author img

By

Published : Sep 25, 2021, 8:19 PM IST

ରାଜ୍ୟରୁ ସୁସ୍ଥ ହେଲେ ଆଉ 601 କୋରୋନା ଆକ୍ରାନ୍ତ
ରାଜ୍ୟରୁ ସୁସ୍ଥ ହେଲେ ଆଉ 601 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 601 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ 10ହଜାର 183ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶନିବାର) ରାଜ୍ୟରେ 601 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 260 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 10 ହଜାର 183 ଜଣ ସୁସ୍ଥ ହୋଇଛନ୍ତି ।

  • 8 from Kendrapara
    8 from Malkangiri
    8 from Sambalpur
    7 from Bhadrak
    6 from Nayagarh
    5 from Ganjam
    4 from Jharsuguda
    2 from Keonjhar
    2 from Rayagada
    1 from Sonepur
    59 from State Pool

    The total recovered cases of Odisha now stand at 1010183

    — H & FW Dept Odisha (@HFWOdisha) September 25, 2021 " class="align-text-top noRightClick twitterSection" data=" ">


ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 67, ପୁରୀରୁ 11, ଅନୁଗୋଳରୁ 20, ବରଗଡ଼ରୁ 8, କେନ୍ଦ୍ରାପଡାରୁ 8, ସୁବର୍ଣ୍ଣପୁରରୁ 1,ବାଲେଶ୍ବରରୁ 27 ଯାଜପୁରରୁ 28, ମୟୂରଭଞ୍ଜରୁ 22, ରାୟଗଡ଼ାରୁ 2, ଗଞ୍ଜାମରୁ 5, କେନ୍ଦୁଝରରୁ 2, ନୟାଗଡ଼ରୁ 6, କୋରାପୁଟରୁ 15, ଝାରସୁଗୁଡାରୁ 4, ଭଦ୍ରକରୁ 7, ଦେବଗଡ଼ରୁ 5, ସୁନ୍ଦରଗଡରୁ 10, ସମ୍ବଲପୁରରୁ 8, ମାଲକାନଗିରିରୁ 8 ଓ ଷ୍ଟେଟ୍‌ ପୁଲ୍‌ରୁ 59 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • Another 601 Covid patients have recovered and are being discharged on 25.09.2021

    260 from Khordha
    67 from Cuttack
    33 from Jagatsinghpur
    28 from Jajapur
    27 from Baleswar
    22 from Mayurbhanj
    15 from Koraput
    11 from Puri
    10 from Anugul
    10 from Sundargarh
    8 from Bargarh

    — H & FW Dept Odisha (@HFWOdisha) September 25, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.