ETV Bharat / city

STATE CORONA: 24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 597 କୋରୋନା ଆକ୍ରାନ୍ତ

author img

By

Published : Oct 9, 2021, 8:17 PM IST

STATE CORONA: 24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 597 କୋରୋନା ଆକ୍ରାନ୍ତ
STATE CORONA: 24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 597 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 597 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 18 ହଜାର 311ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶନିବାର) ରାଜ୍ୟରେ 597 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 286 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 18 ହଜାର 311 ଜଣ ସୁସ୍ଥ ହୋଇଛନ୍ତି ।

  • Another 597 Covid patients have recovered and are being discharged on 09.10.2021

    286 from Khordha
    76 from Cuttack
    28 from Baleswar
    27 from Jagatsinghpur
    24 from Jajapur
    23 from Mayurbhanj
    16 from Puri
    12 from Sambalpur
    7 from Sundargarh
    6 from Dhenkanal
    6 from Jharsuguda

    — H & FW Dept Odisha (@HFWOdisha) October 9, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 76, ପୁରୀରୁ 16, ଯାଜପୁରରୁ 24, ମୟୂରଭଞ୍ଜରୁ 23, ଗଞ୍ଜାମରୁ 4, କେନ୍ଦୁଝରରୁ 2, ଜଗତସିଂହପୁରରୁ 27, ଢେଙ୍କାନାଳରୁ 6, ସମ୍ବଲପୁରରୁ 12, କୋରାପୁଟରୁ 4, ବାଲେଶ୍ବରରୁ 28, ଓ ସୁନ୍ଦରଗଡରୁ 7, ବରଗଡରୁ 2, କନ୍ଧମାଳରୁ 1, ମାଲକାନଗିରିରୁ 1 ଓ ଷ୍ଟେଟପୁଲରୁ 67 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 4 from Ganjam
    4 from Koraput
    3 from Kendrapara
    2 from Bargarh
    2 from Keonjhar
    2 from Nayagarh
    1 from Kandhamal
    1 from Malkangiri
    67 from State Pool

    The total recovered cases of Odisha now stand at 1018311

    — H & FW Dept Odisha (@HFWOdisha) October 9, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.