ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 590 କୋରୋନା ଆକ୍ରାନ୍ତ

author img

By

Published : Oct 4, 2021, 7:52 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ 590 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 590 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 590 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 15ହଜାର 608ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ସୋମବାର) ରାଜ୍ୟରେ 590 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 271 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 15ହଜାର 608ଜଣ ସୁସ୍ଥ ହୋଇଛନ୍ତି ।

  • The total recovered cases of Odisha now stand at 1015608

    — H & FW Dept Odisha (@HFWOdisha) October 4, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୬୪, ଅନୁଗୋଳରୁ ୭,ପୁରୀରୁ ୧୭, ଯାଜପୁରରୁ ୧୬, ମୟୂରଭଞ୍ଜରୁ ୨୫, ଗଞ୍ଜାମରୁ ୫, କେନ୍ଦୁଝରରୁ ୩, ନୟାଗଡ଼ରୁ ୧୦, ଜଗତସିଂହପୁରରୁ ୨୯, ଝାରସୁଗୁଡାରୁ ୩, ସମ୍ବଲପୁରରୁ ୭, ସୋନପୁରରୁ ୩, କୋରାପୁଟରୁ ୨, ବାଲେଶ୍ବରରୁ ୨୩, ଭଦ୍ରକରୁ ୧୨, ନୂଆପଡାରୁ ୧, ଦେବଗଡ଼ରୁ ୧ ଓ ସୁନ୍ଦରଗଡରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • Another 590 Covid patients have recovered and are being discharged on 04.10.2021

    271 from Khordha
    64 from Cuttack
    63 from State Pool
    29 from Jagatsinghpur
    25 from Mayurbhanj
    23 from Baleswar
    17 from Puri
    16 from Jajapur
    12 from Bhadrak
    10 from Nayagarh
    7 from Anugul

    — H & FW Dept Odisha (@HFWOdisha) October 4, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.