ETV Bharat / city

STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ 562 କୋରୋନା ଆକ୍ରାନ୍ତ

author img

By

Published : Oct 16, 2021, 8:31 PM IST

STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ 562 କୋରୋନା ଆକ୍ରାନ୍ତ
STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ 562 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 562 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 21ହଜାର 742ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶନିବାର) ରାଜ୍ୟରେ 562 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 279 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 21ହଜାର 742ଜଣ ସୁସ୍ଥ ହୋଇଛନ୍ତି ।

  • Another 562 Covid patients have recovered and are being discharged on 16.10.2021

    279 from Khordha
    69 from Cuttack
    24 from Jajapur
    22 from Mayurbhanj
    19 from Jagatsinghpur
    14 from Kendrapara
    12 from Puri
    11 from Baleswar
    7 from Sambalpur
    6 from Dhenkanal
    6 from Sundargarh

    — H & FW Dept Odisha (@HFWOdisha) October 16, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୬୯, ଅନୁଗୋଳରୁ ୧, ପୁରୀରୁ ୧୨, ଯାଜପୁରରୁ ୨୪, ମୟୂରଭଞ୍ଜରୁ ୨୨, ଗଞ୍ଜାମରୁ ୪, କେନ୍ଦୁଝରରୁ ୧, ଜଗତସିଂହପୁରରୁ ୧୯, ସମ୍ବଲପୁରରୁ ୭, ସୋନପୁରରୁ ୧, କୋରାପୁଟରୁ ୪, କେନ୍ଦ୍ରାପଡାରୁ ୧୪, ବାଲେଶ୍ବରରୁ ୧୦, ଝାରସୁଗୁଡାରୁ ୨, ନୟାଗଡରୁ ୩, ସୁନ୍ଦରଗଡରୁ ୬, ରାୟଗଡାରୁ ୩, କଳାହାଣ୍ଡିରୁ ୧ ଓ ଷ୍ଟେଟପୁଲରୁ ୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 4 from Ganjam
    4 from Koraput
    3 from Bhadrak
    3 from Nayagarh
    3 from Rayagada
    2 from Bargarh
    2 from Jharsuguda
    1 from Anugul
    1 from Boudh
    1 from Kalahandi
    1 from Keonjhar
    1 from Malkangiri
    1 from Sonepur
    66 from State Pool

    The total recovered cases of Odisha now stand at 1021742

    — H & FW Dept Odisha (@HFWOdisha) October 16, 2021 " class="align-text-top noRightClick twitterSection" data=" ">


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.