ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 508 କୋରାେନା ଆକ୍ରାନ୍ତ

author img

By

Published : Oct 17, 2021, 8:06 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 508 କୋରାେନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 508 କୋରାେନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 508 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 22 ହଜାର 250ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ରବିବାର) ରାଜ୍ୟରେ 508 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାର 241 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 22 ହଜାର 250 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 508 Covid patients have recovered and are being discharged on 17.10.2021

    241 from Khordha
    61 from Cuttack
    29 from Mayurbhanj
    26 from Kendrapara
    19 from Baleswar
    14 from Jagatsinghpur
    14 from Jajapur
    11 from Puri
    10 from Sambalpur
    10 from Sundargarh
    3 from Bhadrak

    — H & FW Dept Odisha (@HFWOdisha) October 17, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୬୧, ପୁରୀରୁ ୧୧, ଯାଜପୁରରୁ ୧୪, ମୟୂରଭଞ୍ଜରୁ ୨୯, ଗଞ୍ଜାମରୁ ୩, କେନ୍ଦୁଝରରୁ ୧, ନୟାଗଡ଼ରୁ ୧, ଜଗତସିଂହପୁରରୁ ୧୪, ଝାରସୁଗୁଡାରୁ ୧, ସମ୍ବଲପୁରରୁ ୧୦, କୋରାପୁଟରୁ ୨, ନୂଆପଡାରୁ ୧, ବାଲେଶ୍ବରରୁ ୧୯, ଭଦ୍ରକରୁ ୩, ସୁନ୍ଦରଗଡରୁ ୧୦ ଓ ଷ୍ଟେଟପୁଲରୁ ୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 3 from Ganjam
    2 from Koraput
    2 from Malkangiri
    1 from Jharsuguda
    1 from Kalahandi
    1 from Keonjhar
    1 from Nayagarh
    1 from Nuapada
    58 from State Pool

    The total recovered cases of Odisha now stand at 1022250

    — H & FW Dept Odisha (@HFWOdisha) October 17, 2021 " class="align-text-top noRightClick twitterSection" data=" ">


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.