ETV Bharat / city

STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ 469 କୋରୋନା ଆକ୍ରାନ୍ତ

author img

By

Published : Oct 11, 2021, 7:39 PM IST

STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ 469 କୋରୋନା ଆକ୍ରାନ୍ତ
STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ 469 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 469 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 19ହଜାର 218ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ସୋମବାର) ରାଜ୍ୟରେ 469 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 207 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 19ହଜାର 218ଜଣ ସୁସ୍ଥ ହୋଇଛନ୍ତି ।

  • 3 from Dhenkanal
    2 from Deogarh
    2 from Ganjam
    2 from Jharsuguda
    2 from Koraput
    1 from Anugul
    1 from Kalahandi
    1 from Keonjhar
    1 from Sonepur
    47 from State Pool

    The total recovered cases of Odisha now stand at 1019218

    — H & FW Dept Odisha (@HFWOdisha) October 11, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୬୪, ଅନୁଗୋଳରୁ ୧, ପୁରୀରୁ ୧୭, ଯାଜପୁରରୁ ୧୬, ମୟୂରଭଞ୍ଜରୁ ୩୧, ଗଞ୍ଜାମରୁ ୨, କେନ୍ଦୁଝରରୁ ୧, ଜଗତସିଂହପୁରରୁ ୧୪, ସମ୍ବଲପୁରରୁ ୧୧, ସୋନପୁରରୁ ୧, କୋରାପୁଟରୁ ୨, ବାଲେଶ୍ବରରୁ ୨୬, ଦେବଗଡ଼ରୁ ୨, ସୁନ୍ଦରଗଡରୁ ୯, କଳାହାଣ୍ଡିରୁ ୧ ଓ ଷ୍ଟେଟପୁଲରୁ ୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • Another 469 Covid patients have recovered and are being discharged on 11.10.2021

    207 from Khordha
    64 from Cuttack
    31 from Mayurbhanj
    26 from Baleswar
    17 from Puri
    16 from Jajapur
    14 from Jagatsinghpur
    11 from Sambalpur
    9 from Sundargarh
    8 from Kendrapara
    4 from Nayagarh

    — H & FW Dept Odisha (@HFWOdisha) October 11, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.