ETV Bharat / city

କୋଟିଆରେ ଫେଲ ମାରିଲା ସର୍ବଦଳୀୟ ବୈଠକ ନିଷ୍ପତ୍ତି

author img

By

Published : Jan 27, 2022, 10:48 PM IST

କୋଟିଆରେ ଫେଲ ମାରିଲା ସର୍ବଦଳୀୟ ବୈଠକ ନିଷ୍ପତ୍ତି
କୋଟିଆରେ ଫେଲ ମାରିଲା ସର୍ବଦଳୀୟ ବୈଠକ ନିଷ୍ପତ୍ତି

କୋଟିଆରେ ଫେଲ ମାରିଲା ସର୍ବଦଳୀୟ ବୈଠକ ନିଷ୍ପତ୍ତି । ପୁଣିଥରେ ଆନ୍ଧ୍ର କୋଟିଆରେ ବିଦ୍ରୋହୀ ପ୍ରାର୍ଥୀଙ୍କ ପଛରେ ରହି ସୀମାନ୍ତ ଅଞ୍ଚଳକୁ ହାତେଇବାକୁ ଗେମ କରୁଛି । ନିର୍ବାଚନ ନ କରି ଜଣେ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ସର୍ବଦଳୀୟ ନିଷ୍ପତ୍ତି ନେଇଥିଲା । ଅଧିକ ପଢନ୍ତୁ

ଭୁବନେଶ୍ବର : କୋଟିଆରେ ଫେଲ ମାରିଲା ସର୍ବଦଳୀୟ ବୈଠକ ନିଷ୍ପତ୍ତି । ପୁଣିଥରେ ଆନ୍ଧ୍ର କୋଟିଆରେ ବିଦ୍ରୋହୀ ପ୍ରାର୍ଥୀଙ୍କ ପଛରେ ରହି ସୀମାନ୍ତ ଅଞ୍ଚଳକୁ ହାତେଇବାକୁ ଗେମ କରୁଛି । ନିର୍ବାଚନ ନ କରି ଜଣେ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ସର୍ବଦଳୀୟ ନିଷ୍ପତ୍ତି ନେଇଥିଲା ।

କୋଟିଆରେ ଫେଲ ମାରିଲା ସର୍ବଦଳୀୟ ବୈଠକ ନିଷ୍ପତ୍ତି

କୋଟିଆକୁ ହାତେଇବା ନିମନ୍ତେ ସ୍ଥାନୀୟ ଲୋକଙ୍କୁ ଲାଳସା ଦେଖାଇ ଭୂତେଇବାରେ ଲାଗିଛି ଆନ୍ଧ୍ର । ଏହାସହ ସ୍ଵାଧୀନ ପ୍ରାର୍ଥୀ ଭାବେ ଅନେକ ଲୋକାଙ୍କୁ ଛିଡ଼ା କରିଛି । ଏନେଇ କୋଟିଆରେ ହେବକୁ ଯାଉଛି ନିର୍ବାଚନ । ବିଦ୍ରୋହୀ ସ୍ଵାଧୀନ ପ୍ରାର୍ଥୀଙ୍କୁ ବୁଝାଇବାରେ ସବୁ ଦଳର ନେତା ବିଫଳ ହେଇଛନ୍ତି ।

ଏହାବି ପଢନ୍ତୁ : କଟକଣା ହଟାଇଲା ପ୍ରଶାସନ: ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାବାସୀ କରିପାରିବେ ଅନ୍ତିମ ସଂସ୍କାର

ଅନ୍ୟପକ୍ଷେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଯେ କୋଟିଆରେ ସର୍ବସମ୍ମତି କ୍ରମେ ପ୍ରାର୍ଥୀ ଚୟନ ପାଇଁ ଆମେ ଚାହିଁଥିଲୁ । ହେଲେ କିଛି ଲୋକ ନିର୍ବାଚନ ହେଉ ବୋଲି ଚାହୁଛନ୍ତି । ସେଥିପାଇଁ ଆମେ ଜନମତକୁ ସମ୍ମାନ ଦେବୁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.