ETV Bharat / city

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

author img

By

Published : Nov 3, 2019, 1:42 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରନ୍ଧନ ଗ୍ୟାସର ଦର ବୃଦ୍ଧିକୁ ନେଇ ପ୍ରତିବାଦ ଜଣାଇଲା ସିପିଆଇ । ଦର ପ୍ରତ୍ୟାହାର କରିବା ନେଇ ରାଜଧାନୀରେ ସିପିଆଇର ବିକ୍ଷୋଭ ପ୍ରଦର୍ଶନ ।

ଭୁବନେଶ୍ବର: ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ସିପିଆଇର ପ୍ରତିବାଦ । ଦର ପ୍ରତ୍ୟାହାର ପାଇଁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ବାରା ରନ୍ଧନ ଗ୍ୟାସର ଦର ବୃଦ୍ଧି କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ତୈଳ ଓ ପେଟ୍ରୋଲିୟମ ବିଭାଗ ପକ୍ଷରୁ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା 76ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଯଦ୍ବାରା ସାଧାରଣ ଲୋକମାନଙ୍କ ଉପରେ ଦର ବୃଦ୍ଧିର ବୋଝ ପଡିବ ବୋଲି ଭୁବନେଶ୍ବର ସିପିଆଇର ସମ୍ପାଦକ ସୁର ଜେନା ପ୍ରକାଶ କରିଛନ୍ତି ।

ଯାହାକୁ ନେଇ ଦର ପ୍ରତ୍ୟାହାର କରିବାକୁ ଦାବି ଜଣାଇବା ସହ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ନିକଟରେ କେନ୍ଦ୍ର ସରକାରଙ୍କ ଦ୍ବାରା ରନ୍ଧନ ଗ୍ୟାସ ର ଦର ବୃଦ୍ଧି କରାଯାଇଛି।ଯାହାକୁ ରାଜ୍ୟ ସିପିଆ ପକ୍ଷରୁ ବିରୋଧ କରାଯିବା ସହିତ ଏହାକୁ ପ୍ରତ୍ୟାହାର କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।


Body:ସୂଚନାଯୋଗ୍ୟ କି କେନ୍ଦ୍ର ସରକାରଙ୍କ ତୈଳ ଓ ପେଟ୍ରୋଲିୟମ ବିଭାଗ ପକ୍ଷରୁ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା 76 ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି।ଯାହା ଦ୍ୱାରା ସାଧାରଣ ଲୋକମାନଙ୍କ ଉପରେ ଦର ବୃଦ୍ଧିର ବୋଝ ପଡିବ ବୋଲ ଭୁବନେଶ୍ୱର ସିପିଆ ପକ୍ଷରୁ କୁହାଯାଇଛି।ଯାହାକି କର୍ପୋରେଟ ସ୍ୱାର୍ଥ ଆଧାରରେ କରାଯାଇଥିବା ଭୁବନେଶ୍ୱର ସିପିଆର ସମ୍ପାଦକ ସୁର ଜେନା ପ୍ରକାଶ କରିଛନ୍ତି।ତେଣୁ ସରକାର ଏହି ଦର ବୃଦ୍ଧି ତୁରନ୍ତ ପ୍ରତ୍ୟାହାର କରନ୍ତୁ,ନଚେତ ଏହାକୁ ନେଇ ଦଳ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବ ବୋଲ କହିଛନ୍ତି।
ବାଇଟ-ସୁର ଜେନା,ସମ୍ପାଦକ,ଭୁବନେଶ୍ୱର ସିପିଆଇ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ,



Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.