ETV Bharat / city

National Karate Championship 2022: ଓଡ଼ିଶାକୁ 3 ସ୍ବର୍ଣ୍ଣ

author img

By

Published : Jun 18, 2022, 12:54 PM IST

All National Karate Championship in pune
National Karate Championship 2022: ଓଡ଼ିଶାକୁ 3 ସ୍ବର୍ଣ୍ଣ

ମହାରାଷ୍ଟ୍ରର ପୁଣେ ଚାଲିଥିବା ଜାତୀୟ କରାଟେ ଚାମ୍ପିୟନସିପରେ ଚମକିଛନ୍ତି ଓଡ଼ିଆ । ପ୍ରଥମ ଦିନରେ 8ଟି ମେଡାଲ ହାତେଇବାରେ ଓଡ଼ିଶା ସଫଳ ହୋଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ମହାରାଷ୍ଟ୍ରର ପୁଣେ ଚାଲିଥିବା ଜାତୀୟ କରାଟେ ଚାମ୍ପିୟନସିପରେ ଚମକିଛନ୍ତି ଓଡ଼ିଆ । ପ୍ରଥମ ଦିନରେ 8ଟି ମେଡାଲ ହାତେଇବାରେ ଓଡ଼ିଶା ସଫଳ ହୋଇଛି । ଜାତୀୟ କରାଟେ ଚାମ୍ପିୟନସିପରେ 3ଟି ସ୍ବର୍ଣ୍ଣ, 2ଟି ରୌପ୍ୟ ଏବଂ 3ଟି ବ୍ରୋଞ୍ଜ ପଦକ ଜିତିଛନ୍ତି ଓଡ଼ିଆ ଖେଳାଳି । ଏହି ଟୁର୍ଣ୍ଣାମେଣ୍ଟ 17 ତାରିଖରୁ ଆରମ୍ଭ ହୋଇ ଜୁନ 20 ଯାଏ ଚାଲିବ । ଚଳିତବର୍ଷ ଖେଳାଳି ଏବଂ ଅଫିସିଆଲକୁ ମିଶାଇ ମୋଟ 55 ଜଣ ଏଥିରେ ଅଂଶଗ୍ରହଣ କରିଛନ୍ତି ।

All National Karate Championship in pune
National Karate Championship 2022: ଓଡ଼ିଶାକୁ 3 ସ୍ବର୍ଣ୍ଣ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.